Onn 3

ମା ଅମ୍ବିକା ରାଣୀ ଏବଂ ମାନବଧାର୍ମି, କିସନେଇକି ଆସିଛୁ ରେ ର ଶୁଭ ଉନ୍ମୋଚନ

State

ବାରିପଦା: ବାରିପଦା ଠାରେ ଦେବଯାନୀ ଏସୋସିଏଟସ କ୍ରିଏସନ ମୟୁରଭଞ୍ଜ ଆନୁକୂଲ୍ୟରେ ପ୍ରଡ୍ୟୁସାର ସୁକୁମାର ରଞ୍ଜନ ପ୍ରଧାନଙ୍କ ଦ୍ୱାରା ଲିଖିତ ଦୁଇଟି ଉଭୟ ଭିଡିଓ ଓ ଗୀତ ଭଜନ ମା ‘ ଅମ୍ବିକା ରାଣୀ ଏବଂ ମାନବଧାର୍ମି ‘ କିସନେଇକି ଆସିଛୁ ରେ ‘ ର ଶୁଭ ଉନ୍ମୋଚନ ” ସୁକୁମାର ରଞ୍ଜନ ପ୍ରଧାନଙ୍କ ୟୁଟ୍ୟୁବ ଚେନାଲ ଦେବଯାନୀ ଏସୋସିଏଟସ କ୍ରିଏସନସ “ରେ ହୋଇଯାଇଛି l

ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମ ବାରିପଦାସ୍ଥିତ ପ୍ରତିଷ୍ଠିତ ଅଧିଷ୍ଠାତ୍ରୀ ଦେବି ମା ଅମ୍ବିକା ମନ୍ଦିର ପ୍ରାଙ୍ଗଣରେ ହୋଇଛି ଏବଂ ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ହେଲେ ଡାଇରେକ୍ଟର ଲିଟନ ପଟ୍ଟନାୟକ, ବରିଷ୍ଠ କଳାକାର ସୁକାନ୍ତ ଜୀଉ,ପ୍ରସନ ମହାନ୍ତି,କୁନ୍ଦନ ଭଞ୍ଜ,କଳାକାର ପ୍ରିୟଦର୍ଶିନୀ ସିଂହ ସମେତ ବହୁମାଣ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ l