Onn 3

ନେତାଜୀ ବସ ଟର୍ମିନାଲ ବୁଲିଲେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ

State

 

tr

କଟକ : କଟକ ନେତାଜୀ ବସ ଟର୍ମିନାଲ ବୁଲିଲେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ଭୋର ସମୟରେ ଖାନନଗରରେ ବୁଲି ଦେଖିଲେ ବସଷ୍ଟାଣ୍ଡ। ଉଦଘାଟନ ପରେ ବସ ଟର୍ମିନାଲ ବୁଲି ଦେଖିବା ସହିତ ସୁବିଧା ଅସୁବିଧା ବୁଝିଥିଲେ। ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ ଓ କଟକ ଜିଲ୍ଲାପାଳ ନରହରି ସେଠୀ।

ଆଜି ଗସ୍ତ ସମୟ ରେ ଫାଇଭ ଟି ଅଧକ୍ଷ ବାରଙ୍ଗ ରେ ମେଟ୍ରୋ କାର୍ଯ୍ୟ କୁ ସମୀକ୍ଷା କରିବା ସହ , ନେତାଜୀ ବସ ଟର୍ମିନାଲ ଓ ଓଟିଡିସି କୁ ସରପ୍ରାଇଜ ଭିଜିଟ ମଧ୍ୟ କରିଥିଲେ। ଆଜି ଗସ୍ତ ସମୟ ରେ ଫାଇଭ ଟି ଅଧକ୍ଷ ବାରଙ୍ଗ ରେ ମେଟ୍ରୋ କାର୍ଯ୍ୟ କୁ ସମୀକ୍ଷା କରିବା ସହ , ନେତାଜୀ ବସ ଟର୍ମିନାଲ ଓ ଓଟିଡିସି କୁ ସରପ୍ରାଇଜ ଭିଜିଟ ମଧ୍ୟ କରିଥିଲେ।