Onn 3

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

Crime State

 

pol

ଗଞ୍ଜାମ : ଯୁବକଙ୍କୁ ନିର୍ମମ ହତ୍ୟା! । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଧନନ୍ତର ପଞ୍ଚାୟତ ଲାଞ୍ଜିଆପଲ୍ଲୀ ଗାଁର ଘଟଣା। ମୃତକ ସେହି ଗାଁର ମଙ୍ଗୁଳୁ ଭୂୟାଁ । ଆଜି ସକାଳୁ କିଛି ଯୁବକ ତାଙ୍କୁ ଘର ଡାକି ନେଇ ହତ୍ୟା କରିଛନ୍ତି । ଘଟଣା ସ୍ଥଳରୁ ଗୋଟିଏ ବାଇକ ଓ ଛୁରୀ ଜବତ ହୋଇଛି । ଘଟଣାର ତଦନ୍ତ କରୁଛି ଶେରଗଡ଼ ଥାନା ପୋଲିସ୍ । ପୂର୍ବ ଶତ୍ରୁତାରୁ ମଙ୍ଗୁଳୁଙ୍କୁ ହତ୍ୟାକରାଯାଇଥିବା ପୋଲିସ୍ ସନ୍ଦେହ କରୁଛି ।