Onn 3

ଆଗାମୀ ୨ରୁ ୩ ଦିନ ମଧ୍ୟରେ ଫେରିଯିବ ମୌସୁମୀ

State

mons

ରାଜ୍ଯରୁ ଫେରିଯିବ ମୌସୁମୀ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ । ଏଥିପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖରା ପାଗ ରହିଛି । ୫ ଦିନ ପାଗ ଶୁଖିଲା ରହିବ ।