Onn 3

ପୋଖରୀପୁଟ ଝାରପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

State

 

de

ଭୁବନେଶ୍ବର: ପୋଖରୀରେ ବୁଡ଼ି ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୋଖରୀପୁଟ ଝାରପୋଖରୀରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ଗଣ୍ଡମୁଣ୍ଡା ସ୍କୁଲର ରାକେଶ ମହାରଣା ଓ ୟୁନିଟ୍-୮ ବାଳକ ଉଚ୍ଚ ବବିଦ୍ୟାଳୟର ଶୁଭମ ଜେନା।

ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ ଅଣାଯାଇଥିଲା । ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ କେଉଁ ପରିସ୍ଥିତିରେ ଦୁଇ ଛାତ୍ର ପୋଖରୀରେ ବୁଡ଼ି ଗଲେ କାରଣ ଅସ୍ପଷ୍ଟ ରହିଛି ।