Onn 3

ମଦ ସମେତ ବୋଲେରୋ ଜବତ, ଜଣେ ଗିରଫ

Crime State

ବାରିପଦା: ମୟୁରଭଞ ଜିଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଧେଶକ୍ରମେ ବାରିପଦା ଭଞପୁର ଥାନା ପୋଲିସ ପକ୍ଷରୁ ମଦ ସମେତ ଏକ ବୋଲେରୋ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଅଛି । ଗିରଫ ବ୍ୟକ୍ତି ଜଣକ ଦୟାନିଧି ପୃଷ୍ଟି । ବିଭିନ୍ନ ବ୍ରାଣ୍ଡ ର ସମୁଦାୟ ୧୬୨ ଲିଟର ମଦ ଜବତ କରାଯାଇଅଛି । ଏ ବାବଦରେ ଭଞପୁର ଥାନାରେ କେସ ନମ୍ବର ୨୯୯/୨୩ ରେ ଏକ ମାମଲା ରୁଜୁ କରାଯାଇଅଛି ।