Onn 3

ପ୍ରବଳ ବର୍ଷା ଯୋଗୁଁ ବନ୍ଦ ରହିବ ମୟୁରଭଞ୍ଜ ଜିଲାର ସମସ୍ତ ଶିକ୍ଷା ଅନୁଷ୍ଠାନ

State

ବାରିପଦା: ପାଣିପାଗ ବିଭାଗ ପକ୍ଷରୁ ଜାରିକରାଯାଇଥିବା ସତର୍କ ସୂଚନା ଅନୁଯାୟୀ ମୟୁରଭଞ ଜିଲାରେ ପ୍ରବଳ ବର୍ଷା ଲାଗିରହିଥିବା ଯୋଗୁଁ ୨ ଏବଂ ୩ ତାରିଖ ଦୁଇ ଦିନ ମୟୁରଭଞ ଜିଲାର ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ ବୋଲି ଜିଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଧେଶନାମା ଜାରି କରାଯାଇଅଛି । ଏ ବାବଦରେ ଜିଲା ଶିକ୍ଷା ଅଧିକାରୀ ଙ୍କ ସ୍ୱାକ୍ଷର ଥାଇ ପତ୍ର ଜରିଆରେ ଅବଗତ କରାଯାଇଅଛି ।