Onn 3

୮୦ରୁ ଅଧିକ ସିଟ୍‌ ପାଇ ଜିତିବୁ, ସରକାର କରିବୁ: ବୁଧାନ

Politics State

ଭୁବନେଶ୍ୱର: ରାଜ୍ୟରେ ୮୦ରୁ ଅଧିକ ସିଟ ପାଇବୁ ଓ ସରକାର କରିବୁ କହିଲେ ବୁଧାନ । ଆଗାମୀ ନିର୍ବାଚନ ନେଇ ବିଜେପି ବିଧାୟକ ବୁଧାନ ମୁର୍ମୁଙ୍କ ମନ୍ତବ୍ୟ । ୧୨୦କୁ ବେସ୍ କରି କାମ ହେବ, ସରକାର ଗଠନରୁ ଅଧିକ ସିଟ୍ ଟାର୍ଗେଟ । ଆମ ଟାର୍ଗେଟ ୮୦ ବିଧାୟକ ବୋଲସି କହିଲେ ବୁଧାନ ମୁର୍ମୁ ।

ସରକାର ଗଠନ ପାଇଁ ଅଧିକ ଆବଶ୍ୟକ ସିଟ୍‌ରୁ ୧୦ରୁ ୧୫ ଅଧିକ ପାଇବୁ । ଆମ ଟାର୍ଗେଟ ୮୦ରୁ ଅଧିକ,ଯେମିତି ସରକାର ଗଠନ ହୋଇପାରିବ । ୧୮ଟା ଲୋକସଭା ଆସନ ଜିତିବା ଚାନ୍ସ ଅଛି କହିଲେ ବୁଧାନ ।