Onn 3

ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌: ଜୁଏଲ ଓରାମ

Crime State

ଭୁବନେଶ୍ୱର: ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ସାଂସଦ ଜୁଏଲ ଓରାମଙ୍କ ବିରୋଧ । ଅପରାଜିତା ଷଢଙ୍ଗୀ ଉଠାଇଥିବା ପ୍ରସଙ୍ଗକୁ ଠିକ୍ କହିଲେ ଜୁଏଲ୍ ।

ଆଇଏଏସ୍ ଅଡଫିସର କିଭଳି ଭାବେ ସିଧାସଳଖ ରାଜନୀତି କରୁଛନ୍ତି ପଶ୍ନ କରିଛନ୍ତି ସାଂସଦ। ଏଥିପାଇଁ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ କହିଲେ ସାଂସଦ ଜୁଏଲ୍ ।