Onn 3

୫ଟି ସଚିବଙ୍କୁ ଜଗତସିଂହପୁରେ ବିରୋଧ

State

ଭୁବନେଶ୍ୱର: ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିଜେପିର ବିରୋଧ । କଳା ବେଲୁନ ଉଡାଇବା ସହ କଳା ପୋଷାକ ପିନ୍ଧି ବିରୋଧ । ରାହାମାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳା ଗଞ୍ଜି ପିନ୍ଧି ବିରୋଧ ।

ପାରାଦ୍ୱିପ ଏଡିଏମ୍ ଅଫିସ ଆଗରେ କଳା ପୋଷାକ ପିନ୍ଧି ବିରୋଧ । କୁଜଙ୍ଗରେ କଳା ଶାଢୀ ପିନ୍ଧି ବିଜେପି ମହିଳା ମୋର୍ଚ୍ଚାର ବିରୋଧ ।