Onn 3

ବିଜେଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି: ଜୟଦେବ

Politics State

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍ ବାର୍ତ୍ତାକୁ ନେଇ ଜୟଦେବ ଜେନାଙ୍କ କଟାକ୍ଷ । ମୁଖ୍ୟମନ୍ତ୍ରୀ କେଉଁଠିକି ଯିବା ପରିସ୍ଥିତିରେ ନାହାନ୍ତି ବୋଲି କହିଲେ ଜୟଦେବ ଜେନା । ଅଡିଓ ପ୍ରମାଣିତ କରୁଛି ମୂଖ୍ୟମନ୍ତ୍ରୀ ଆଉ କେଉଁଠିକି ଯିବା ପରିସ୍ଥିତିରେ ନାହାନ୍ତି । ବିଜେଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି କହିଲେ ଜୟଦେବ ।

ମୁଖ୍ୟମନ୍ତ୍ରୀ ଯେକୌଣସି ସଚିବଙ୍କୁ ପଠାଇ ପାରିବେ,ଜଣଙ୍କୁ କାହିଁକି ପଠାଉଛନ୍ତି । ମନ୍ତ୍ରୀ କି ମୁଖ୍ୟ ସଚିବଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଉ ଭରସା ନାହିଁବୋଲି କହିଛନ୍ତି ଜୟଦେବ ଜେନା ।