Onn 3

ଜିଲ୍ଲାରେ ସରକାରୀ ଧାନ ବିହନ ବିକ୍ରି ଆରମ୍ଭ, ରିହାତି ଦରରେ କ୍ରୟ କରିପାରିବେ ପଞ୍ଜିକୃତ ଚାଷୀ

State

ଗଜପତି: ଗଜପତି ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ ଖରିଫ ଋତୁ ଧାନ ଚାଷ ସକାଶେ ଧାନ ବିହନ ବିକ୍ରି ବଟା ଆରମ୍ଭ ହୋଇଯାଇଛି।ସୋସାଇଟି ବ। ଡିଲର ଜରୀୟ।ରେ ପଞ୍ଜି କୃତ ଚାଷୀ ରିହାତି ଦରରେ କିଣି ପାରିବେ ସରକାରୀ ବିହନ ଗୋଦାମରୁ ଧାନ ଉଠ।ଣ ହେଲାଣି। ସହକାରୀ ବିହନ ଉତ୍ପାଦନ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିହନ ବିକ୍ରି ବଟ। ଚାଲିଛି।

ତା ସାଙ୍ଗକୁ ଧନୀଚ। ମଧ୍ୟ ରିହାତି ଦର ରେ ବିକ୍ରି ବଟା ଚାଲିଛି ଚାଷୀ ଧାନ ବିହନ ସାଙ୍ଗକୁ ଧନୀଚ। କିଣି ପାରିବେ ଚାଷୀ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ଲକ୍ଷ୍ୟ କିନ୍ତୁ ବିହନ ଚଢା ଦରରେ ବା କଳା ବଜ଼ାରି ହେଲେ କୃଷି ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।ଯିବାର ର ବ୍ୟବସ୍ଥା ରହିଛି।