Jwain

ରେଢାଖୋଲରେ ଡବଲ ମର୍ଡର, ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଏବଂ ସ୍ତ୍ରୀ ମୃତ

ରେଢାଖୋଲ : ରେଢାଖୋଲରେ ଘଟି ଯାଇଛି ଏକ ଲୋମହର୍ଷଣକାରୀ ଘଟଣା । ଜ୍ୱାଇଁ କରିଛି ଡବଲ ମଡର । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଏବଂ ସ୍ତ୍ରୀଙ୍କର ହୋଇଛି ମୃତ୍ୟୁ । ରେଢାଖୋଲ ଥାନା ପୋଡାବଲଣ୍ଡା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । କୌଣସି ଘଟଣାକୁ ନେଇ ଜ୍ୱାଇଁ  ହତ୍ୟା କରିଛି ଶାଶୁ ଓ ସ୍ତ୍ରୀଙ୍କୁ ।  ମୃତକ ହେଲେ ପୋଡାବଲଣ୍ଡା ଗ୍ରାମର ଶାଶୁ ରୁକୁଣୀ ସାହୁ ଏବଂ ତାଙ୍କ ଝିଅ ଗାୟତ୍ରୀ ସାହୁ ।  ତାଙ୍କ ଜ୍ୱାଇଁ […]

Read More Text.
Murder Accused 1

କୁତ୍ରା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ, ପ୍ରେମ ସମ୍ପର୍କକୁ ନେଇ ହତ୍ୟା

ସୁନ୍ଦରଗଡ଼ : ଗତ ଜୁଲାଇ 14 ରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କାଶିପଡ଼ାରେ ଘଟିଥିବା ଡବଲମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । କୁତ୍ରା ପି ଏସ କେସ ନଂ 129/15,7,2024 ରେ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ରାଜୁ ନାଗ ଲିପ୍ସା କେରକେଟାଙ୍କ ସହ 2012 ରୁ ଦେଖା ହେବାର କିଛି ଦିନ ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ଲିପ୍ସାର ମା’  […]

Read More Text.
Mixcollage 19 Jul 2024 03 49 Pm 9159

ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର, ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର । ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲ୍ଲା ସାଇଁକୁଳ ମେଡିକାଲ ଅଫିସର ଡା. ରଞ୍ଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀ ଡା. ରଞ୍ଜିତଙ୍କଠାରୁ ୨୦ ହଜାର ୮୦୦ ଟଙ୍କା ଜବତ କରିଛି। ସୂଚନା ଅନୁସାରେ ଡା. ରାଉତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଭଉଣୀଙ୍କୁ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ […]

Read More Text.
1111

ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ

ସୋର: ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ । ଗତକାଲି ବିଳମ୍ବିତ ରାତିରେ ଔପଦା ଥାନା କମାରପାଳ ଗ୍ରାମର ସ୍ୱାମୀ ପାଣ୍ଡୁ ସିଂ ମଦ ନିଶାରେ ସ୍ତ୍ରୀ ଜାନୁ ସିଂଙ୍କୁ ପିଟିପିଟି ମାରିଦେଇଥିବା ନେଇ ଜାନୁ ସିଂଙ୍କ ଭଉଣୀ ଔପଦା ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜାନୁଙ୍କର ନାକ ଓ ପାଟିରୁ ରକ୍ତ ବାହାରୁଥିବା ନେଇ ଦେଖିବାକୁ ମିଳିଛି । ସୂଚନାଅନୁସାରେ, ପାଣ୍ଡୁ ଉକ୍ତ ଗ୍ରାମର ଜାନୁ […]

Read More Text.
Owner 2 1

ମିଲ୍ ମାଲିକଙ୍କୁ କିଡନାପ ଘଟଣାର ପର୍ଦ୍ଦାଫାସ୍, ୭୦ ଲକ୍ଷ ମାଗିଥିଲେ ଆଉ ୨୫ ଲକ୍ଷ ନେଇ ଧରାପଡିଲେ

ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ମିଲ ମାଲିକ ଏ. ରମେଶ ପାତ୍ର ଅପହରଣର ଖୁଲାସା କରିଛି କୋରାପୁଟ ପୋଲିସ । ବୋରିଗୁମ୍ମାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରମେଶଙ୍କ ଅପହରଣ ଘଟଣା ପଛର ରହସ୍ୟ ସମ୍ପର୍କରେ କହିଛନ୍ତି କୋରାପୁଟ ଏସପି ଅଭିନବ ସୋନାକାର l ଟଙ୍କା କେଇଟା ପାଇଁ ନିଜ ମାଲିକକୁ କିଡନାପ କରାଇଥିଲା କର୍ମଚାରୀ । ୭୦ ଲକ୍ଷ ମାଗିଥିଲେ ଆଉ ୨୫ ଲକ୍ଷ ଦେଇ ମୁକୁଳିଲେ ମାଲିକ । ସେହି ୨୫ ଲକ୍ଷର ସୂତ୍ରଧର ଧରା […]

Read More Text.
Screenshot 2024 07 17 115810 750x430

ତଣ୍ଟି ଚିପି ମାଆକୁ ମାରିଦେଲା ନୃଶଂସ ପୁଅ

ସୋର: ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ। ଖାଇବା ପିଇବାକୁ ନେଇ ଝଗଡ଼ା ପରେ ତଣ୍ଟି ଚିପି ମାଆକୁ ହତ୍ୟା କରିଥିବା ସୂଚନା। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ତେବେ ଘଟଣାରେ ଥାନାରେ ଏତଲା ଦେଲା ବୋହୂ। ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସର ତଦନ୍ତ ଜାରି ରହିଛି। ମୃତ ମାଆଙ୍କ ନାଁ ଆରତୀ ମହାନ୍ତି ହୋଇଥିବା ବେଳେ ପୁଅର ନାଁ […]

Read More Text.
Sfd

ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଜାତୀୟ ରାଜପଥ ୧୬ରେ ଗଞ୍ଜେଇ ଚାଲାଣକାରୀ-ପୋଲିସ ଗୋଡ଼ାଗୋଡ଼ି । ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ସ୍ପେଶାଲ କ୍ରାଇମ ୟୁନିଟ୍ (ଏସସିୟୁ) ସୋମବାର ଦିନ ସେମାନଙ୍କୁ ଧରିବା ପାଇଁ ଜାତୀୟ ରାଜପଥ ୧୬ର ପିତାପାଲ୍ଲୀ ଏବଂ […]

Read More Text.
Image 4 1 750x430

କରେଣ୍ଟ ଲାଗି ୧୯ ଶିଶୁ ଆହତ ଘଟଣାରେ ୫ ଗିରଫ

ଗଞ୍ଜାମ: କରେଣ୍ଟ ଲାଗି ୧୯ ଶିଶୁ ଆହତ ଘଟଣାରେ ୫ ଜଣଙ୍କୁ ଗିରଫ କଲା ପୋଲିସ। ଯାତ୍ରା କମିଟି ସଭାପତି ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ। ଜାମିନ୍ ନାମଞ୍ଜୁର ପରେ ଗିରଫ ୫ ଅଭିଯୁକ୍ତ ଜେଲ୍ ଗଲେ। ସୂଚନା ଥାଉକି, ରବିବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଫାଶୀଗୁଡ଼ା ଗ୍ରାମରେ କରେଣ୍ଟ ଲାଗି ୧୯ ଶିଶୁ ଆହତ ହୋଇଥିଲେ। ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିଲା। ଯାତ୍ରା ସମୟରେ ରାମାୟଣ ନାଟକ ପରିବେଷଣ ହେଉଥିଲା। ରାମାୟଣ […]

Read More Text.
Dead Body

ମର୍ଣ୍ଣିଂୱାକ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଭୁବନେଶ୍ବର: ଭୁବନେଶ୍ବରର ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ନିକଟରେ ବାଲି ବୋଝେଇ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ଯୁ ଘଟିଛି। ସକାଳେ ମର୍ଣ୍ଣିଂୱାକ ସାରି ଫେରୁଥିଲା ବେଳେ ଏହି ଅଘଟଣ ଘଟିଛି। ମୃତକ ଜଣକ ୭୨ ବର୍ଷୀୟ ସଦାନନ୍ଦ ସ୍ବାଇଁ ବୋଲି ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି। ଏହାବ୍ୟତୀତ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଏନେଇ ଏବେବି ପୋଲିସ ପକ୍ଷରୁ ଜାରି ରହିଛି ତଦନ୍ତ।

Read More Text.
Mill Owner

ଜୟପୁରରୁ ଅପହୃତ ମିଲ ମାଲିକ ଉଦ୍ଧାର, ଦୁଇଦିନ ତଳେ ହୋଇଥିଲେ ଅପହୃତ

ଜୟପୁର : ଉଦ୍ଧାର ହେଲେ ଜୟପୁରରୁ ଅପହୃତ ହୋଇଥିବା ମିଲ ମାଲିକ । ଦୁଇଦିନ ତଳେ ପେରାହାଣ୍ଡିରୁ କାର ସହ ଉଠେଇ ନେଇଥିଲେ ଅପହରଣକାରୀ । ମଧ୍ୟ ରାତ୍ରରେ ଅପହୃତ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୋଲିସ । ଅପହରଣର କଣ କାରଣ ଥିଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ପ୍ରକାଶ ଯେ , ପେରାହାଣ୍ତି ନିକଟରୁ କୁମୁଲିପୁଟର ମିଲ୍ ମାଲିକ ଏ. ରମେଶ ପାତ୍ର ଦୁଇଦିନ ତଳେ ଅପହୃତ ହୋଇଥିଲେ । […]

Read More Text.