Img 20241127 Wa0201

ଭଂଜପୁର ଜଗଦ୍ଧାତ୍ରୀମେଳାର ଶେଷ ସନ୍ଧ୍ୟା – ବଲିଉଡ ପ୍ଲେ ବେକ ସିଙ୍ଗର ନାକାଶ ଅଜିଜଙ୍କ ଗୀତରେ ଝୁମିଲେ ଦର୍ଶକ

ବାରିପଦା : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଅନୁଷ୍ଠିତ ୩୦ ତମ ଜଗଦ୍ଧାତ୍ରୀ ମେଳା ଉଦଯାପିତ ହେବା ସହିତ ୩ ଦିନ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ବଲିଉଡ ନାଇଟ୍ସର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବଲିଉଡ ପ୍ଲେ ବେକ ସିଙ୍ଗର ନାକାଶ ଅଜିଜଙ୍କ ଗୀତରେ ବିମୋହିତ ହେଲେ ଦର୍ଶକ I ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ I ୧୩ ତାରିଖରୁ ଆରମ୍ଭ ଜଗଦ୍ଧାତ୍ରୀ ମେଳା – […]

Read More Text.
Image 1732287317

ସାରା ରାଜ୍ୟରେ ପାଳିତ ହେଲା ପ୍ରଥମାଷ୍ଟମୀ, ଏଣ୍ଡୁରି ପିଠାର ମହକରେ ବାସିଲା ପୁରପଲ୍ଲୀ

ଭୁବନେଶ୍ବର : ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ପ୍ରଥମାଷ୍ଟମୀ | ବଡପୁଅ ବା ଝିଅମାନଙ୍କର ନୂଆ ବସ୍ତ୍ର ପରିଧାନ ସହିତ ଏଣ୍ଡୁରି ପିଠାର ମହକରେ ବାସିଲା ପୁରପଲ୍ଲୀ | ସୂଚନାଯୋଗ୍ୟ ମାର୍ଗଶୀର ମାସର ଅଷ୍ଟମୀ ତିଥୀ ପ୍ରଥମାଷ୍ଟମୀ ଭାବରେ ପରିଚିତ। ଏହାକୁ ବେଶ ଭଲ ଭାବରେ ପାଳିଥାନ୍ତି ପ୍ରତ୍ୟେକଟି ଓଡ଼ିଆ। ଏଥିପାଇଁ ବେଶ ଚଳଚଞ୍ଚଳ ହୋଇଉଠେ ଗାଁରୁ ସହର। ଘର ଦ୍ୱାର ଲିପାପୋଛା ସାଙ୍ଗକୁ ମୂରୂଜ ପକାଇ ସଜ୍ଜାଯାଏ ଘର ଅଗଣା। ମାର୍ଗଶିର […]

Read More Text.
1 89 1731569020796

ବାଲିଯାତ୍ରାକୁ ନେଇ କିଛି ତଥ୍ୟ

ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ […]

Read More Text.
Harihara Besa Puri 750x430

ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ଼ଠାକୁର

ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀ ବଳଭଦ୍ର। ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି। ବଡ଼ ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉ ଥିବାବେଳେ ଏହି ବେଶରେ ହରି ଓ ହରଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ ପରିଧାନ କରି ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି। କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧାଦାମୋଦର ବେଶରେ […]

Read More Text.
Img 20241028 Wa0261

ଦର୍ଶକଙ୍କ ହୃଦୟକୁ ଛୁଇଁଲା ନାଟକ “ଭିନ୍ନ ଏକ ରାଜପୁତ୍ର”

ବାରିପଦା :  ସ୍ଥାନୀୟ ସହିଦ ଭବନ ପରିସରରେ ଏମ ପି ସି ଆଲୁମିନି ଏସୋସିଏସନ ଦ୍ୱାରା ପ୍ରଯୋଜିତ ଓ ବାରିପଦା କଳାକାର ପରିବାର ପରିବାରର ସହଯୋଗରେ ୩ ଦିନିଆ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି I ଏସୋସିଏସନର ସଭାପତି ଡଃ ବିଜୟ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏମ ପି ସି ସ୍ୱୟଂଚାଳିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ପଦ୍ମଲୋଚନ ମହାନ୍ତି, ପ୍ରିତିଶ […]

Read More Text.
Durga 2 E1633983023888

ଦୁର୍ଗାଷ୍ଟମୀର ମହତ୍ତ୍ବ

ଦୁର୍ଗାଷ୍ଟମୀ ବା ମହାଷ୍ଟମୀ ଏକ ପବିତ୍ର ଦିବସ ଯାହା ପାଞ୍ଚଦିନିଆ ଦୁର୍ଗା ପୂଜା ଅବସରରେ ମା ଦୂର୍ଗାଙ୍କୁ ଭକ୍ତି ଓ ସମ୍ମାନ ଜଣେଇବାକୁ ପାଳନ କରାଯାଏ । ପରମ୍ପରା ଅନୁସାରେ ପ୍ରତି ହିନ୍ଦୁ ଗୃହରେ ଦୂର୍ଗା ପୂଜା ଦଶ ଦିନ ଧରି ପାଳନ କରିବା କଥା କିନ୍ତୁ ଦୂର୍ଗା ମଣ୍ଡପରେ ଏହା ଷଷ୍ଠୀ ଦିବସଠାରୁ ପାଞ୍ଚ ଦିନ ପାଳନ କରାଯାଉଛି । ଭାରତରେ ଏହି ଦିନ ଅନେକ ସ୍ଥାନରେ ଲୋକମାନେ ଉପବାସ ପାଳନ କରନ୍ତି । ଦେବୀଙ୍କର […]

Read More Text.
Img 20241006 Wa0254

ଉଦଘାଟିତ ହେଲା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ – ମନ ମୋହିଲା ନାଟକ ଦୁର୍ଘଟଣା

ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ରୂପାନ୍ତର ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ୩ ଦିନିଆ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ମହୋତ୍ସବର ସଫଳତା କାମନା କରିବା ସହ ଆସନ୍ତା ବର୍ଷ ଜାନୁୟାରୀ ମାସରେ ବାରିପଦା ପୌରପାଳିକା ତରଫରୁ ଏକ ନାଟକ ମହୋତ୍ସବର ଆୟୋଜନ କରିଯିବ ବୋଲି ପ୍ରତିଶୃତି ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ […]

Read More Text.
Img 20240926 Wa0328

ଵାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ସପ୍ତାହବ୍ୟାପୀ ଭାଗବତ ପଠନ ଓ ପାରାୟଣ

ବାରିପଦା: ପରମ ଶାସ୍ତ୍ର ଭାଗବତ ,ଅଭ୍ୟାସ କରୁଥିବା ନିତ୍ୟ । ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ,ପଦରୁ ଗଳୁଛି ମକରନ୍ଦ । ଯେ ମକରନ୍ଦ ପାନ କରି,ହେଲେ ତରିଲେ ବ୍ରଜନାରୀ। ସେ ବ୍ରଜନାରୀ ଙ୍କ ପୟରେ,ଚିତ୍ତ ମୋ ରହୁ ନିରନ୍ତରେ । ଚିତ୍ତ ମୋ ନିରନ୍ତରେ ରହୁ,ହା କୃଷ୍ଣ ବୋଲି ଜୀବ ଯାଉ । ହା କୃଷ୍ଣ ବୋଲି ଯାଉ ଜୀବ ,ମୋତେ ଉଦ୍ଧାର ବାସୁଦେବ। ଭାଗବତ ଜନ୍ମ ଅବସରରେ କୁଚେଇବୁଢି ଗ୍ରାମସ୍ଥ ଵାମନଘାଟୀ ବ୍ରାହ୍ମଣ ମହାସଭା ଗୃହରେ ଵାମନଘାଟୀ […]

Read More Text.
Img 20230919 Wa0017

ନୂଆଁଖାଇ: ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ଆଜି ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ । ଉତ୍ସବମୁଖର ପୁର ପଲ୍ଲୀ । ଏହି ଅବସରରେ ଆଜି ଅମୃତ ବେଳାରେ ଇଷ୍ଟ ଦେବୀ ମା’ ସମଲେଇଙ୍କ ଠାରେ ଲାଗି ହୋଇଛି ନବାନ୍ନ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୯.୧୨ ରୁ ୯.୨୭ ମଧ୍ୟରେ ନବାନ୍ନ ଲାଗି ହୋଇଛି। ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମାଆ ସମଲେଇଙ୍କ ମନ୍ଦିର। ଏହା ପରେ ଘରେ ଘରେ ନିଜ […]

Read More Text.
Img 20240907 Wa0293

ଛାତ୍ରର ହାତ ତିଆରି ମୂର୍ତ୍ତି ପୂଜା ପାଇଲେ ବିଦ୍ୟାଳୟରେ

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ ଷ୍ଠ ଶ୍ରେଣୀର ଛାତ୍ର ଦେବାଶିଷ ଗିରିଙ୍କ ହାତ ତିଆରି ଗଣେଶ ବାବାଙ୍କ ମୂର୍ତ୍ତି ବିଦ୍ୟାଳୟରେ ପୂଜା ପାଇଲେ I ୱାର୍ଡ ନଂ ୨୨ ସ୍ଥିତ ରଘୁନାଥପୁର ଅଂଚଳର ଧନଞ୍ଜୟ ଗିରି ଓ ଅଳକା ଗିରିଙ୍କ ପୁତ୍ର ଦେବାଶିଷ ମାତ୍ର ୭ ବର୍ଷ ବୟସରେ ମାତୃ ସ୍ନେହରୁ ବଂଚିତ ହୋଇଥିଲେ I ପୁତ୍ରର ଏହି ଅବସ୍ଥା ଦେଖି ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟର […]

Read More Text.