Onn 3

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଛତିଶଗଡ଼ବାସୀଙ୍କର ମଧ୍ୟ ଆରାଧ୍ୟ ଦେବତା: ବଘେଲ

ରାୟପୁର: ଭକ୍ତ ଓ ଭଗବାନଙ୍କର ମହା ମିଳନର ମହାନ ପର୍ବ ରଥଯାତ୍ରା ସ୍ଥାନୀୟ ଗାୟତ୍ରୀନଗରସ୍ଥିତ ଛତିଶଗଡ଼ର ସର୍ବବୃହତ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ପାଳନ କରାଯାଇଛି। ଚଳିତବର୍ଷ ଏଠାରେ ଉପସ୍ଥିତ ଲକ୍ଷାଧିକ ଭକ୍ତଙ୍କ ମଧ୍ୟରେ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ଏଠାରେ ଦ୍ଵିପ୍ରହରରେ ପାଗ ମେଘୁଆ ଥିବାରୁ ରାୟପୁର ଓ ଏହାର ଆଖପାଖ ଇଲାକାରୁ ଆସିଥିବା ଓଡ଼ିଆ ଓ ଅଣଓଡ଼ିଆ […]

Read More Text.
Onn 3

୪୮ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ, ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ : ଭାରତୀୟ ଜନଜୀବନ ଓ ଅର୍ଥନୀତିର ଜୀବନ ରେଖା କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ଏବର୍ଷ ବିଳମ୍ବିତ ହୋଇଛି । ସାଧାରଣତଃ ଜୁନ ୧ରେ କେରଳ ଆସୁଥିବା ମୌସୁମୀ ଏବର୍ଷ ଜୁନ ୭ ସୁଦ୍ଧା ବି ଆସିପାରିନାହିଁ । ତେବେ ଭାରତୀୟ ପାଣିପାଗ ବିଭାଗ ମୌସୁମୀର ଆଗମନକୁ ନେଇ ଏକ ବଡ଼ ଘୋଷଣା କରିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍ ଜୁନ ୯ ତାରିଖ ସୁଦ୍ଧା ମୌସୁମୀ […]

Read More Text.
Onn 3

ଓଡ଼ିଶା ଟ୍ରେନ ଟ୍ରାଜେଡି: ସିବିଆଇ ତଦନ୍ତରୁ କିଛି ଫାଇଦା ମିଳିବନି କହିଲେ ମମତା ବାନାର୍ଜୀ

କୋଲକାତା : ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଓ ଭୟଙ୍କର ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ। ଏନେଇ ରେଳବାଇ ବୋର୍ଡ ସୁପାରିସ କରିଛି। ବାଲେଶ୍ୱରର ବାହାନଗାରେ ଘଟିଥିବା ଟ୍ରିପଲ ଟ୍ରେନ ଟ୍ରାଜେଡିରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି। ସିବିଆଇ ଘଟଣା ପଛର କାରଣ ଖୋଜିବାକୁ ଥିବା ବେଳେ ଏଥିରୁ କୌଣସି ପ୍ରକାରର ଫାଇଦା ବା ଫଳ ମିଳିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଶୁକ୍ରବାର […]

Read More Text.
Onn 3

୧୯ଟି ବ୍ୟାଙ୍କକୁ ୬ ହଜାର ୫୨୪ କୋଟିର ଚୁନ ଲଗାଇଛି ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍ ଲିମିଟେଡ୍

ନୂଆଦିଲ୍ଲୀ : ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକମାନେ ପ୍ରାୟ ୧୯ଟି ବ୍ୟାଙ୍କକୁ ୬ ହଜାର ୫୨୪ କୋଟି ଠକିଥିବା ନେଇ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୨୦୧୬ରୁ ୨୦୧୮ ମଧ୍ୟରେ ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକମାନେ ଠକିଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, […]

Read More Text.
Onn 3

କବଚ ବି ବାଲେଶ୍ୱର ଦୁର୍ଘଟଣାକୁ ରୋକି ପାରି ନଥାଆନ୍ତା !

ନୂଆଦିଲ୍ଲୀ : ଦେଶରେ ରେଳ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର କବଚ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ୨୦୨୨ରୁ ଏହି କବଚ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କେବଳ ୨% ସ୍ଥାନରେ ଏହାକୁ ଲାଗୁ କରାଯାଇ ପାରିଛି। କେନ୍ଦ୍ର ସରକାର ୨୦୨୪ ସୁଦ୍ଧା ପୂରା ଦେଶରେ କବଚ ବ୍ୟବସ୍ଥା ଲାଗୁ କରିବେ ବୋଲି କହିଥିଲ ହେଁ ଏହା ସମ୍ଭବ ହେବା ଭଳି ଲାଗୁ ନାହିଁ। ବାଲେଶ୍ୱରର ବାହାନଗାରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ପରେ କବଚ […]

Read More Text.