Bharatpurs

ଭରତପୁର ଥାନା ମାମଲା: ଉଭୟ ପକ୍ଷଙ୍କୁ ପଚରାଉଚରା କଲେ ତଦନ୍ତ କମିସନ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କର ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗର ତଦନ୍ତ ଜାରି ରହିଛି। ଆଜି ଏହି ଘଟଣାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିସନ ତଦନ୍ତ କରିଛନ୍ତି। କମିସନ ନିଜେ ଆଜି ସ୍ପଟ୍‌ ଭିଜିଟ୍‌ କରିଛନ୍ତି। ଏହି ଅବସରର ସେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣ ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ପୂର୍ବରୁ କମିସନଙ୍କ ନିକଟରେ ମେଜର ଓ ବାନ୍ଧବୀ ନିଜର ପକ୍ଷ ରଖିସାରିଛନ୍ତି। ଏହି […]

Read More Text.
Bbsr 1732021249

ରାଜଧାନୀରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଘର

ରାଜଧାନୀ ଭୁବନେଶ୍ୱରରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଫ୍ଲାଟ୍‌। ଇଡିକଲ୍‌ ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କରିଛନ୍ତି। ଆଜି ମୋଟ୍‌ ୧୧୬ ହିତାଧିକାରୀ ଆବଣ୍ଟନ ପତ୍ର ବଣ୍ଟନ କରାଯାଇଛି। ଚନ୍ଦ୍ରଶେଖରପୁର ଏଏଚପି ପାଇଁ ୪୭, ନୀଳମାଧବ ଆବାସ ଏଏଚପି ପାଇଁ ୩୬ ଓ ସୁବୁଦ୍ଧିପୁର ବରୁଣେଇ ଏନକ୍ଲେଭ ଏଏଚପି ପାଇଁ ୨୮ ଜଣ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର […]

Read More Text.
Subasha E4 750x430

ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା ଗିରଫ

ଭୁବନେଶ୍ୱର : ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ରେଡ ବେଳେ ସୁବାସଙ୍କ ଘରୁ ବିପୁଳ ସମ୍ପତ୍ତି ଜବତ ହୋଇଥିଲା ।  ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ୨ ବହୁମହଳା କୋଠା ସହ ଗୋଟିଏ ତିନିମହଲା କୋଠା ରହିଛି । ବିଭିନ୍ନ ସ୍ଥାନରେ ରହିଛି ୫ଟି ବହୁମୂଲ୍ୟ ପ୍ଲଟ୍ ରହିଛି ।  ୮୭୦ ଗ୍ରାମ […]

Read More Text.
Balangir 1732019540

ଅଫିସ୍‌ରେ ପଶି ଅତିରିକ୍ତ ତହସିଲଦାରଙ୍କୁ ଟଣାଓଟରା କଲେ ମହିଳା

ବଲାଙ୍ଗିର: ଅତିରିକ୍ତ ତହସିଲଦାରଙ୍କ ଅଫିସ୍‌ରେ ପଶିଲେ ଗାଁର ଶତାଧିକ ମହିଳା। ପରେ ଯୁକ୍ତିତର୍କ କଲେ ଓ ଅତିରିକ୍ତ ତହସିଲଦାରଙ୍କ ସାର୍ଟ କଲର ଧରି ଟଣାଓଟରା କଲେ। ମହିଳାଙ୍କ ଏପରି ହଙ୍ଗାମା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ତହସିଲ୍‌ ଅଫିସ୍‌ରେ। ସତିଘାତ ଗାଁର ବିକେଶ ମେହେରଙ୍କର ଚାକିରି ହୋଇଥିଲା। ସେ ସିଆର୍‌ପିଏଫ୍‌ରେ ଚାକିରି ପାଇଥିଲେ। ନଭେମ୍ୱର ୭ ତାରିଖରେ ବିକେଶଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ୍‌ ଥିଲା। ତେଣୁ ତା’ର ବହୁ ପୂର୍ବରୁ ବିକେଶ ଦେଓଗାଁ ତହସିଲ୍‌ ଅଫିସ୍‌ରେ ଜାତିଗତ […]

Read More Text.
Pgi

କ୍ୟାପିଟାଲ୍‌ ହସ୍‌ପିଟାଲରେ ବଢ଼ିବ ଆଇସିୟୁ ଶଯ୍ୟା; ରୋଗୀ ପାଇବେ ଉନ୍ନତ ଚିକିତ୍ସା

ଭୁବନେଶ୍ବର: ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଆଗାମୀ ଦିନରେ ଆହୁରି ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ଉନ୍ନତମାନର ଚିକିତ୍ସା ସେବା ସହିତ ଅନ୍ୟ ସୁବିଧା ମଧ୍ୟ ଦିଆଯିବାକୁ ଗୁରୁତ୍ବ ଦିଆଯଉଛି। ଏହି କ୍ରମରେ କ୍ୟାପିଟାଲ ହସ୍‌ପିଟାଲରେ ଆଇସିୟୁ ଶଯ୍ୟା ସଂଖ୍ୟା ବର୍ତ୍ତମାନ ତୁଳନାରେ ବଢ଼ିବ ବୋଲି କୁହାଯାଉଛି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେଲା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। […]

Read More Text.
Keral Hc

କୋର୍ଟଙ୍କ ବଡ଼ ରାୟ: ଶରୀରକୁ ନେଇ ସ୍ୱାମୀଙ୍କ ସମ୍ପର୍କୀୟ ଆକ୍ଷେପ କରିବା ଘରୋଇ ହିଂସା

ଶାଶୁ ଘର ଲୋକଙ୍କ ସମେତ ସ୍ୱାମୀଙ୍କ ସମ୍ପର୍କୀୟମାନେ ଯଦି ଜଣେ ମହିଳାଙ୍କ ଶରୀର ଓ ବେଶଭୂଷାକୁ ନେଇ ଆକ୍ଷେପ କରିବେ, ତା’ହେଲେ ଏହାକୁ ଘରୋଇ ହିଂସା ଭାବେ ବିବେଚନା କରାଯିବ। କେରଳ ହାଇକୋର୍ଟ ଏପରି ଏକ ରାୟ ଦେଇଛନ୍ତି। ଅନେକ ସମୟରେ ବୋହୂମାନଙ୍କୁ ତାଙ୍କ ଶାଶୁ ଘରେ ଶରୀର ଓ ଚାଲିଚଳନକୁ ନେଇ କଟୁ ସମାଲୋଚନା କରାଯାଏ। ଏଣିକି ଏସବୁ ବନ୍ଦ ହେବ। ଯଦି କେହି ଏପରି କରନ୍ତି, ତା’ହେଲେ ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା […]

Read More Text.
Suresha 3 750x430

ମଣ୍ଡିରେ ଦଲାଲଙ୍କୁ ହେବ ପାଟ୍ରୋଲିଂ, ଚାଷୀ ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ କରିବେ ତଦାରଖ: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର : କାଲିଠୁ ଆରମ୍ଭ ହେବ ଧାନ କିଣା । ଚାଷୀ ପ୍ରସ୍ତୁତ ,ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ମୁଁ ମଧ୍ୟ ପ୍ରସ୍ତୁତ । କାଲିଠୁ ବରଗଡରେ ଏବଂ ୨୧ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଏହି ଦୁଇଟି ଜିଲ୍ଲା ଧାନ କିଣାରେ ବଡ ଜିଲ୍ଲା । ସେଥିପାଇଁ ସମସ୍ତ ମଣ୍ଡିରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଧାନ କିଣା ଆରମ୍ଭ ରୁ ଧାନ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏ ଅଧିକୃତ ଅଧିକାରୀ ରହିବେ […]

Read More Text.
Image 1732013549

ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ

ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ। ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। ବହୁଜନ ବିକାଶ ଅଗାଡି (BVA) ତାୱଡେ ପାଲଘର ଜିଲ୍ଲାରେ ଟଙ୍କା ବାଣ୍ଟିଥିବା ଅଭିଯୋଗ କରିଥିଲା। ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେବାର ଗୋଟିଏ ଦିନ ପୂର୍ବରୁ ବିଜେପି ବିରୁଦ୍ଧରେ ଏପରି ସାଙ୍ଘାତିକ ଅଭିଯୋଗ ଆସିଥିଲା। BVA ଭିଡିଓ ଶେଆର କରି […]

Read More Text.
Stone Querries 750x430 1

୨୬ଟି କଳା ପଥରଖଣି କାର୍ଯ୍ୟ ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲରେ ୨୬ଟି କଳା ପଥର ଖଣି ମାଲିକଙ୍କୁ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ଖଣି କାର୍ଯ୍ୟ ତଥା ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକଳାପକୁ ସ୍ଥଗିତ ରଖିବାକୁ କୁହାଯାଇଛି। ଏହି ଖଣିଗୁଡ଼ିକ ବିଛାଖଣ୍ଡି, ରାହାଡ଼ପୁର, ଅଞ୍ଜିରା, ବାଜବତୀ, ଚଢ଼େଇଧରା ପାହାଡରେ ଅବସ୍ଥିତ। ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଖଣି ନିୟମ ପାଳନ ନକରିବା ଏବଂ ଖଣି ତଥା ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକଳାପ ସମୟରେ ସୁରକ୍ଷା ତଥା ସୁରକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟରେ ଉଲ୍ଲଂଘନ ଅଭିଯୋଗ ଉପରେ […]

Read More Text.
Modi Shahjpga

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଶାହ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ଉଭୟେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପୁଲିସ ଡ଼ିଜି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ନଭେମ୍ବର ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜି ସମ୍ମିଳନୀ ।   ଖୁବଶୀଘ୍ର ଏ ନେଇ ସରକାରୀ ସ୍ତରରେ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର।

Read More Text.