Bbsr 1732193372

ଆସନ୍ତାକାଲି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ

ନୂଆଦିଲ୍ଲୀ :ଆସନ୍ତାକାଲି ସକାଳ ୮ଟାରେ ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ୍‌ ଆଶ୍ରମ। ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଘୋଷଣା କରିଛି। ଜିଏ, ଭୁବନେଶ୍ୱର ମହାନଗର ନିଗମ ନିଗମ (ବିଏମ୍‌ସି) ଓ କମିଶନରେଟ୍ ପୁଲିସ ମିଳିତ ଭାବେ ଆଶ୍ରମ ଭାଙ୍ଗିବେ। ତା’ ପୂର୍ବରୁ ଆଶ୍ରମ ଖାଲି କରିବା ପାଇଁ ମାଇକ୍‌ ମାଧ୍ୟମରେ ଘୋଷଣା କରାଯାଉଛି। ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ତିଆରି ହୋଇଥିଲା ବୈକୁଣ୍ଠଧାମ ଆଶ୍ରମ। ବୈକୁଣ୍ଠଧାମ ଆଶ୍ରମରେ ବାବା ଶ୍ରୀଶ୍ରୀଶ୍ରୀ […]

Read More Text.
Gc5vl6bacaau8oh 700x430

ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗକୁ ରାଜନାଥ ଓ ଲଏଡଙ୍କ ପ୍ରଶଂସା

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ୍ ଭାରତ-ଆମେରିକା ପ୍ରତିରକ୍ଷା ଭାଗିଦାରୀରେ ବୃଦ୍ଧି ପାଇଥିବା ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ଗୁରୁବାର ଲାଓସର ଭିଏଣ୍ଟିଆନେଠାରେ ଅନୁଷ୍ଠିତ ଏକାଦଶ ଆସିଆନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ-ପ୍ଲସ୍ ଅବସରରେ ଉଭୟ ନେତା ସାକ୍ଷାତ କରିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଜେଟ୍ ଇଞ୍ଜିନ୍, ଯୁଦ୍ଧାସ୍ତ୍ର ଏବଂ ଗ୍ରାଉଣ୍ଡ ମୋବିଲିଟି ସିଷ୍ଟମ୍ ପାଇଁ ପ୍ରାଥମିକତା ସହ-ଉତ୍ପାଦନ ବ୍ୟବସ୍ଥାକୁ ଆଗେଇ ନେବା ପାଇଁ ଚାଲିଥିବା […]

Read More Text.
Choguel Kokalla Maiga 700x430

ମାଲି ପ୍ରଧାନମନ୍ତ୍ରୀ ପଦବୀରୁ ବହିଷ୍କୃତ

ନୂଆଦିଲ୍ଲୀ : ଦେଶର ସାମରିକ ଶାସନକୁ ସମାଲୋଚନା କରିବାର କିଛି ଦିନ ପରେ ମାଲିରେ ପ୍ରଧାନମନ୍ତ୍ରୀ ଚୋଗୁଏଲ ମାଇଗାଙ୍କୁ ଶାସକ ଜୁନ୍ତା ପଦବୀରୁ ବହିଷ୍କାର କରିଛି। ଗତକାଲି ସେଠାକାର ସରକାରୀ ଟେଲିଭିଜନରେ ଏହି ବିଷୟ ପ୍ରସାରିତ ହୋଇଛି। ଗଣତନ୍ତ୍ର ପୁନସ୍ଥାପନ କରିବା ଏବଂ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ନିର୍ବାଚନ ଆୟୋଜନ କରିବାରେ ଶାସକ ଜୁନ୍ତା ବିଫଳ ହୋଇଥିବାରୁ ଚୋଗୁଏଲ ମାଇଗା ସମାଲୋଚନା କରିଥିଲେ। ଜେନେରାଲ ଅସିମି ଗୋଇତା ମଧ୍ୟବର୍ତ୍ତିକାଳୀନ ରାଷ୍ଟ୍ରପତି ପଦରେ ରହିଥିବାରୁ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ […]

Read More Text.
Missile 750x430

ୟୁକ୍ରେନ୍ ଉପରକୁ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମସ୍କୋର ପରମାଣୁ ନୀତି ବଦଳାଇବାର ଗୋଟିଏ ଦିନ ପରେ ରୁଷ୍ ୟୁକ୍ରେନ୍ ଉପରକୁ ଏକ ଆନ୍ତଃମହାଦେଶୀୟ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆଇସିବିଏମ୍ ନିକ୍ଷେପ କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ୟୁକ୍ରେନକୁ ପଶ୍ଚିମ ଦୂରଗାମୀ କ୍ରୁଜ୍ ଏବଂ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରି ଋଷୀୟ ଅଞ୍ଚଳର ଗଭୀର ଅଞ୍ଚଳକୁ ଟାର୍ଗେଟ କରିବାକୁ ଅନୁମତି ଦେବାର କିଛି ଦିନ ପରେ ମସ୍କୋ ଏହି କଡ଼ା ଜବାବ […]

Read More Text.
Image 1732175959

ରାହୁଲ ଗାନ୍ଧିଙ୍କ ଦାବି: ଗୌତମ ଆଦାନୀଙ୍କୁ ତୁରନ୍ତ ଗିରଫ କରାଯାଉ

ନୂଆଦିଲ୍ଲୀ : ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଓ ଠକେଇ ଅଭିଯୋଗ ଆଣିଛି ଆମେରିକା। ସେ କଣ୍ଟ୍ରାକ୍ଟ ହାସଲ ପାଇଁ ୨୬୫ ମିଲିଅନ୍‌ ଡଲାରର ଲାଞ୍ଚ ଦେଇଥିବା ଅଭିଯୋଗ ଉଠିଛି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଦାନୀଙ୍କ ଉପରେ ବର୍ଷିଛନ୍ତି। ତୁରନ୍ତ ତାଙ୍କୁ ଗିରଫ କରାଯାଉ ବୋଲି ରାହୁଲ ଦାବି କରିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି, ‘ଆଶ୍ଚର୍ଯ୍ୟ ଲାଗୁଛି ଯେ […]

Read More Text.
Sambitp 750x430

‘ବିଜେପି ନୁହେଁ, କଂଗ୍ରେସ ଶାସିତ ରାଜ୍ୟରେ ନିବେଶ କରୁଥିଲେ ଆଦାନୀ’

ନୂଆଦିଲ୍ଲୀ : ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀ ଏବଂ ତାଙ୍କ ଗ୍ରୁପର ଅନ୍ୟ ସଦସ୍ୟଙ୍କ ବିରୋଧରେ ଆମେରିକାର ଏକ କୋର୍ଟ ୱାରେଣ୍ଟ ଜାରି କରିବା ପରେ ଦେଶରେ ରାଜନୀତି ତେଜିଛି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ମାମଲାରେ ଆଦାନୀ ଗିରଫ ହେବା ଉଚିତ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ତାଙ୍କୁ ବଞ୍ଚାଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି […]

Read More Text.
Nia 750x430

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଛାନିଆ, ଏକାଧିକ ସ୍ଥାନରେ ଏନଆଇଏର ଚଢାଉ

ଜମ୍ମୁ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆତଙ୍କବାଦୀ ଅନୁପ୍ରବେଶ ମାମଲାରେ ରିଆସି, ଡୋଡା, ଉଧମପୁର, ରାମବନ ଏବଂ କିସ୍ତଓ୍ବାଡ଼ର ଅନେକ ସ୍ଥାନରେ ଚଢାଉ କରୁଛି। ୮ଟି ସ୍ଥାନରେ ଚଢାଉ ଜାରି ରଖିଛି ଏନଆଇଏ। ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଭାରତରେ ଅନୁପ୍ରବେଶ ସମ୍ବନ୍ଧରେ ନିକଟରେ ରୁଜୁ ହୋଇଥିବା ଏକ ମାମଲାରେ ଏନଆଇଏ ଜମ୍ମୁ ଡିଭିଜନର ଆଠଟି ସ୍ଥାନରେ ଚଢାଉ କରିଛି। ପୁଲିସ ଏବଂ ଅର୍ଦ୍ଧ ସାମରିକ ବଳ ସହାୟତାରେ ଏନଆଇଏ ଅଧିକାରୀମାନେ ରିଆସି, ଡୋଡା, ଉଧମପୁର, ରାମବନ ଓ […]

Read More Text.
Trudeau Modi 750x430

ନିଜ୍ଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା କାନାଡ଼ା, ଭାରତର ଦୃଢ଼ ଜବାବ

ନୂଆଦିଲ୍ଲୀ : କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୃକ୍ତି ଆଣିଛି କାନାଡ଼ା। ଏ ନେଇ କାନାଡ଼ା ନିରାପତ୍ତା ସଂସ୍ଥାର ଅଧିକାରୀଙ୍କ ମନ୍ତବ୍ୟକୁ ଆଧାର କରି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି। ଏହାପରେ ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ଖାରଜ କରିବା ସହିତ ନିନ୍ଦା କରି କହିଛି ଯେ, ଆମେ ସାଧାରଣତଃ ଗଣମାଧ୍ୟମ ରିପୋର୍ଟ ମନ୍ତବ୍ୟ ଦେବାକୁ ପସନ୍ଦ […]

Read More Text.
Patole Raut 750x430

ଫଳାଫଳ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ମୁମ୍ବାଇ : ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ବୁଧବାର ମତଦାନ ଶେଷ ହୋଇଛି। ନଭେମ୍ବର ୨୩ରେ ଭୋଟ ଗଣତି ହେବ ଏବଂ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ମହାବିକାଶ ଅଘାଡ଼ି(ଏମଭିଏ) ନେତାମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି। ଏମଭିଏର ସହଯୋଗୀ ଦଳ ତଥା କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ କହିଛନ୍ତି ଯେ, ନୂଆ ସରକାର ଗଠନ ହେଲେ ମୁଖ୍ୟମନ୍ତ୍ରୀ କଂଗ୍ରେସରୁ ହେବେ। ସେପଟେ ଅନ୍ୟତମ ସହଯୋଗୀ ଶିବସେନା (ୟୁବିଟି) ସାଂସଦ […]

Read More Text.
Aap 1732180354

ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ଆପ୍‌, ରହିଛି ୬ଟି ସର୍‌ପ୍ରାଇଜ୍‌

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଏବେଠୁ ସବୁ ରାଜନୈତିକ ଦଳଗୁଡିକରେ ଆରମ୍ଭ ହୋଇଗଲାଣି କସରତ। କାହାକୁ ପ୍ରାର୍ଥୀ କରାଯିବ, କିଏ ପାଇବ ଟିକେଟ୍‌? ଏହାକୁ ନେଇ ଚାଲିଛି ଅଙ୍କକଷା। ଏହାରି ଭିତରେ ଆମ ଆଦ୍‌ମୀ ପାର୍ଟି ନିଜର ପ୍ରାର୍ଥୀ ତାଲିକା ଜାରି କରିଛି। ତେବେ ଆପ୍‌ର ଏହି ପ୍ରାର୍ଥୀ ତାଲିକାରେ ରହିଛି ୬ଟି ସର୍‌ପ୍ରାଇଜ୍‌। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ପାଇଁ ୧୧ଜଣ ପ୍ରାର୍ଥୀଙ୍କ ତାଲିକା […]

Read More Text.