ଗ୍ରାମବାସୀଙ୍କ ଦ୍ବାରା ଗୋମାଫିଆଙ୍କ ଗୋରୁ ଵୋଝୋଇ ସ୍କୋର୍ପିଓ ଗାଡି ଅଟକ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଗୋମାଫିଆଙ୍କ ଦୌରାତ୍ମ୍ଯ ଦିନକୁ ଦିନ ବୃଦ୍ଧି ପାଉଛି । ପଶୁଧନ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ଗୋରୁ ,ଛେଳି ,ମେଣ୍ଢା,କୁକୁଡ଼ା ଚୋରୀ କରି ନେଉଛନ୍ତି । ଚାଷୀମାନେ ସର୍ବସ୍ବାନ୍ତ ହୋଇ ଯାଉଛନ୍ତି ।ଗୋରୁ , କୁକୁଡ଼ା,ଛେଳି,ମେଣ୍ଢା ରଖିବାକୁ ଲୋକେ ଡରୁଛନ୍ତି । ସୂଚନାଯୋଗ୍ୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଷୁଣ୍ଢଳ ଗ୍ରାମରେ ମଙ୍ଗଳବାର ରାତି ଅଧରେ ଏକ ଷ୍କୋର୍ପିଓ ଗାଡ଼ି ଆସି ଜଣଙ୍କ ଘର ପାଖରେ ଠିଆ ହୋଇଥିଲା ।ସେଥିରୁ ଦୁବୃର୍ତ୍ତ ମାନେ […]
Read More Text.