8

ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ବର: ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ଗୁରୁବାର ସକାଳେ ମୃତଦେହ ଉଦ୍ଧାର ହୋଇଛି । ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ଯୁବକଙ୍କ ନାଁ ସନାତନ ରାଉତ। ମୃତକଙ୍କ ଘର ଭୀମଟାଙ୍ଗି ସ୍ଥିତ ଖଣ୍ଡୁଆଳ ସାହିରେ ବୋଲି ଜଣାପଡ଼ିଛି। କ୍ଷତବିକ୍ଷତ ଅବସ୍ଥାରେ ସନାତନଙ୍କ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା ସନାତନଙ୍କ ଭାଇ ରବୀନ୍ଦ୍ର ବେହେରା ହତ୍ୟା ଅଭିଯୋଗ ଆଣିଛନ୍ତି। କେହି ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ସେ କହିଛନ୍ତି। ମୃତକଙ୍କ ବୟସ ୩୩ […]

Read More Text.

‘ଦୁର୍ଗମ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରନ୍ତୁ ସଚିବ’: ପିଏମ୍‌ ଜନମନ ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ(ପିଏମ୍‌ ଜନମନ) କାର୍ଯ୍ୟକାରୀ ହେଉଛି। ଯୋଜନା କାର୍ଯ୍ୟକାରୀ ହେଉଥିବା ପ୍ର‌ତ୍ୟେକ ଦୁର୍ଗମ ଅଞ୍ଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପିଏମ୍‌ ଜନମନ ଯୋଜନାର ଅଗ୍ରଗତିର ସମୀକ୍ଷା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ଜିଲ୍ଲାପାଳ ଓ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀମାନେ […]

Read More Text.
222

ସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ, କୋଭିଡକୁ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ

ଭୁବନେଶ୍ବର : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ଜନସାଧାରଣଙ୍କୁ କୋଭିଡକୁ ନେଇ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର କୋଭିଡ୍ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି, ୨୦୨୦-୨୧ ମସିହାରେ କୋଭିଡ୍ ନିୟନ୍ତ୍ରଣ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ କାଁଭାଁ କୋଭିଡ୍ ଲକ୍ଷଣ ଥିବା ରୋଗ […]

Read More Text.
Img 20250521 wa0200

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୫ମ ଦିନର ଖେଳ (ଟିମ – ଇ ୪୬ ରନରେ ବିଜୟୀ)

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଇ, ଟିମ – ବି  କୁ ୪୬ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଟିମ- ଇ ୨୦ ଓଭରରେ ୪ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଚନ୍ଦନ […]

Read More Text.
Ayqoslxlhdaujkkagcev

ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ୟୁଏଇର ସମର୍ଥନ

ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଭାରତର ନୀତି ଏବଂ ଅପରେସନ ସିନ୍ଦୁର ଉପରେ ଭାରତର ନୀତି ସଂପର୍କରେ ଅବଗତ କରିବା ପାଇଁ ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ୟୁଏଇର ଆବୁଧାବିରେ ପହଞ୍ଚିଛି। ସେ ୟୁଏଇ ଅଧିକାରୀଙ୍କ ସହିତ ଫଳପ୍ରଦ ବୈଠକ କରିଥିଲେ । ଏହି ଅବସରରେ ଭାରତ ପ୍ରତି ୟୁଏଇର ପ୍ରତିବଦ୍ଧତା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହାର ଜବାବରେ ୟୁଏଇ ଆତଙ୍କବାଦକୁ ମାନବତା ପାଇଁ ବିପଦ ବୋଲି କହିଛି ଏବଂ […]

Read More Text.
Photo for the news of bdo

ବନ୍ତ ବ୍ଳକରେ ନୂତନ ବିଡିଓଙ୍କ ଯୋଗଦାନ

ଆଗରପଡ଼ା :ଓଡ଼ିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଚିଠି ନମ୍ବର୧୨୯୨୪/ ତାରିଖ ୧୯.୦୫.୨୫ ମୂଳେ ଭଦ୍ରକର ପୂର୍ବତନ ବିଡିଓ ସୀତାକାନ୍ତ ରାଉତଙ୍କୁ ବନ୍ତ ବ୍ଲକ ବିଡ଼ିଓ ଭାବେ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି । ନିର୍ଦ୍ଦେଶାନୁସାରେ ବୁଧବାର ବନ୍ତ ବ୍ଲକରେ କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରୀ ରାଉତ । ପ୍ରକାଶ ଥାଉକି;ଦିର୍ଘମାସ ହେବ ବନ୍ତରେ ବିଡିଓ ପଦବୀ ଖାଲିପଡ଼ିଥିବାରୁ ଅତିରିକ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆ ଏହାର ଦାଇତ୍ୱ ନିର୍ବାହ କରି ଆସୁଥିଲେ । କାର୍ଯ୍ୟରେ ଯୋଗ […]

Read More Text.
Untitled 1 copy

ସର୍ଚ୍ଚ ଅପରେସନ୍ ସମୟରେ ଜଣେ ଯବାନ ସହିଦ; ଦୁଇଜଣ ଆତଙ୍କବାଦୀ ନିହତ

ଜମ୍ମୁ- କାଶ୍ମୀର: ଜମ୍ମୁ- କାଶ୍ମୀରର କିସ୍ତୱାରରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ସମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କୋର ପକ୍ଷରୁ ପ୍ରକାଶ, ‘ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଏବେ ବି ପ୍ରବଳ ଗୁଳିବିନିମୟ ଜାରି ରହିଛି। ଏହି ଗୁଳିମାଡ଼ରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି। ଅଧିକାରୀମାନଙ୍କ କହିବାନୁସାରେ, […]

Read More Text.
Img 20250521 wa0263

ଓଏଏସ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବାରିପଦା :  ଆଜି ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିରିକ୍ତ ଜିଲ୍ଲପାଳ  ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପୌରହିତ୍ୟ କରିଥିଲେ। ଓଏଏସ ଅଫିସର ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଠିକ୍ ସମୟରେ ପଦୋନ୍ନତି, ଶ୍ରେଣୀ ଅନୁସାରେ ପଦବୀ, ତୃଣମୂଳ ସ୍ତରରେ କାର୍ଯ୍ୟରତ ବିଡ଼ିଓ ଓ ତହସିଲଦାରଙ୍କର ସୁରକ୍ଷା, କାର୍ଯ୍ୟାଳୟରେ ସୁବ୍ୟବସ୍ଥା, ସ୍ବାସ୍ଥ୍ୟ ବୀମା, ପୁରୁଣା ପେନସନ ଲାଗୁ, କନିଷ୍ଠ ବର୍ଗରେ କାର୍ଯ୍ୟରତ ଅଧିକାରୀଙ୍କର service […]

Read More Text.
1

ଆମେରିକାରେ ଦୁଇ ଇସ୍ରାଏଲୀ କୂଟନୀତିଜ୍ଞଙ୍କୁ ହତ୍ୟା, ନେତାନ୍ୟାହୁ କହିଲେ ପ୍ରତିଶୋଧ ନେବୁ

ତେଲ ଅଭିଭ୍ : ୱାଶିଂଟନର ଯିହୂଦୀ ସଂଗ୍ରହାଳୟ ବାହାରେ ଦୁଇ ଜଣ ଇସ୍ରାଏଲୀ କୂଟନୀତିଜ୍ଞଙ୍କୁ ନିର୍ମମ ହତ୍ୟା କରାଯାଇଛି । ଏହି ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିନ୍ଦା କରିଛନ୍ତି । ଏହି ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବିଶ୍ୱବ୍ୟାପୀ ଇସ୍ରାଏଲୀ ଦୂତାବାସ ଏବଂ ନାଗରିକଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଯେ ଏହାର ପ୍ରତିଶୋଧ ନିଆଯିବ ।” ଏହି ଆକ୍ରମଣ ସେହି ମାନସିକତାକୁ ପ୍ରତିଫଳିତ […]

Read More Text.
Ee

ବୈଜ୍ଞାନିକ ହୋଇ ଦେଶର ସେବା କରିବା ପାଇଁ ସଂକଳ୍ପ ବଦ୍ଧ ସ୍ୱାଧୀନ

ବାରିପଦା : କପ୍ତିପଦା ବ୍ଲକ ଅନ୍ତର୍ଗତ ବଡଖଲାଡି ଗ୍ରାମରେ ସାମାଜିକ କର୍ମୀ ଗଦାଧର ବେହେରା ଓ ଶିକ୍ଷୟତ୍ରୀ ମମତାରାଣୀ ପୃଷ୍ଟିଙ୍କ ପୁତ୍ର ସ୍ୱାଧୀନ ୨୦୦୧ ମସିହାରେ ଜନ୍ମଗ୍ରହଣ କରି ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ବ୍ଲକର କୁଲେଇଶିଳା ପ୍ରାଥମିକ ବିଦ୍ୟାଳୟରେ, ବାରିପଦାରେ ଏମ କେ ସି ଉଚ୍ଚ ବିଦ୍ୟାଳୟରୁ ଶିକ୍ଷା ଲାଭ କରି ବାଲେଶ୍ୱରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ  ହାସଲ କରିଥିଲେ I ପରେ ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ପି […]

Read More Text.