688 1

ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆକାଶ ମାର୍ଗରୁ ଉତ୍ତର-ଓଡିଶାର ବନ୍ୟା ସ୍ଥିତିକୁ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ସର୍ଭେ କରୁଥିବା ବେଳେ ତାଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସମସ୍ତେ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ଅଧ୍ୟୟନ କରିଛନ୍ତି। ବନ୍ୟା ପରେ ବାଲେଶ୍ୱର, ଭଦ୍ରକର ସ୍ଥିତି ସଙ୍ଗୀନ […]

Read More Text.
Cm kajhi 750x430

ଅଗଷ୍ଟ ୯ରେ କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି

କୋରାପୁଟ: ଆସନ୍ତା ୯ ତାରିଖ ଅର୍ଥାତ୍ ରକ୍ଷାବନ୍ଧନରେ ମହିଳା ପାଇବେ ଉପହାର। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସି ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। କୋଟିଆ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ନୂଆରେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ […]

Read More Text.
Sds

ଭୂକମ୍ପରେ ଥରହର ରୁଷ: ଲାଗିଲା ୮.୮ ତୀବ୍ରତାର ଶକ୍ତିଶାଳୀ ଝଟକା

ମସ୍କୋ: ଭୂକମ୍ପରେ ଥରିଲା ରୁଷ । ଭୟଙ୍କର ଭୂକମ୍ପରେ ଦୋହଲିଗଲା ଦେଶ । ସକାଳୁ ସକାଳୁ ଲାଗିଲା ଶକ୍ତିଶାଳୀ ଭୂକମ୍ପର ଝଟକା । ୮.୮ ତୀବ୍ରତାର ଭୂକମ୍ପରେ ଥରହର ରୁଷ । ତେବେ ରୁଷର ପୂର୍ବ କାମଚଟକା ଅଞ୍ଚଳରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ ରହିଛି । ୟୁଏଏସ୍ ଜିୟୋଲୋଜିକାଲ ସର୍ଭେର ସୂଚନା ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଛି । ଯାହା ଅଧିକ ଭୟଙ୍କର […]

Read More Text.
Recent photo 1724555080

ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିବା ଯୁବତୀ ଓ ମହିଳା କରିପାରିବେ ଆବେଦନ

ଭୁବନେଶ୍ଵର : ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ଅଗଷ୍ଟ ୯ରେ ତୃତୀୟ କିସ୍ତି ମିଳିବା ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ୍ ପଡିଥିବା ୨ଲକ୍ଷ ହିତାଧିକାରୀଙ୍କୁ ଯୋଡିବା ପାଇଁ ଆଉ ଥରେ ସର୍ଭେ ହେବ । ୨୧ ବର୍ଷ ହୋଇଥିବା ଯୁବତୀ ଓ ମହିଳା ଆବେଦନ କରିପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାଦ୍ ପଡିଥିବା ଦୁଇ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ସର୍ଭେ ହେବ । ଗାଡ଼ି କିଣା […]

Read More Text.
Img 20250728 wa0179

ଆସନ୍ତା ଅଗଷ୍ଟ ୨୧ ଓ ୨୨ ରେ ସିପିଆଇ, ମୟୂରଭଞ୍ଜ ଜିଲ୍ଲା ସମ୍ମିଳନୀ

ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମୟୂରଭଞ୍ଜର ପରିବର୍ଦ୍ଧିତ ଜିଲ୍ଲା ପରିଷଦ ବୈଠକ ରାଜାଲୋକା ଛକ ଠାରେ ଆଜି ବର୍ଷିୟାନ ସାଥୀ ତ୍ରୀନାଥ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ବିଗତ ଦିନର କାମଦାମର ରିପୋର୍ଟ ଉପସ୍ଥାପିତ କରିବା ସହ ଆଗାମୀ ଦିନର ରାଜନୈତିକ ଖସଡ଼ା ପ୍ରସ୍ତୁତ କରିଛନ୍ତି, ଯାହାକି ବିସ୍ତୃତ ଆଲୋଚନା ପରେ ଗୃହିତ ହୋଇଛି। ପାର୍ଟିର ସାମ୍ବିଧାନିକ ବ୍ୟବସ୍ଥା କ୍ରମେ ଆସନ୍ତା ୧୩ ରେ ତିରିଗ ଓ […]

Read More Text.
Img 20250729 wa0196

ହାତୀ ଉପଦ୍ରବ; ଗୃହ ଓ କ୍ଷେତ ନଷ୍ଟ

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଗୁହାଳଡାଙ୍ଗୀରି ପଂଚାୟତ ର ସୁରିଆ ଗୋଡ଼ା ଏବଂ ଚିଲକୁବାଦୀ ଗ୍ରାମରେ ହାତୀ ଉପଦ୍ରବରେ ଜନଜୀବନ ଅସ୍ତବ୍ୟସ୍ତ ।ହାତୀ ହେଉଛି ଜନବସତି ମୁହାଁ ।  ସୂଚନାଯୋଗ୍ୟ  ଜିଲ୍ଲାର ଉପାନ୍ତ ଗୁହାଳଡାଙ୍ଗିରୀ ପଞ୍ଚାୟତର କରି ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ କରି ଘରଵାରୀ ନଷ୍ଟ କରିବା ଚାଷ କ୍ଷେତ ଦଳି ମକଚି ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ସୁରିଆଗୋଡ଼ା ଗାଁ ର ବୁଢାନ ମାଝୀ ଙ୍କ  ଘର ଭାଙ୍ଗିଵା ସହ ଘରେ ଥିବା ଧାନ […]

Read More Text.
Img 20250729 wa0194

ବୁଲେଟ – ବାଇକ୍ ଧକ୍କା; ଦୁଇ ଜଣ ଗୁରୁତର ଆହାତ

ବାରିପଦା : ଆଧୁନିକ ଯୁଗରେ ଯୁବଗୋଷ୍ଠୀଙ୍କର ପ୍ରିୟ ହେଉଛି ବୁଲେଟ ଚାଳନା ।କିଏ କାହାକୁ କେତେ ଶିଘ୍ର ଅତିକ୍ରମ କରିବ !ଟ୍ରାଫିକ ବ୍ୟବସ୍ଥା  ସହରରେ ବିପର୍ଯ୍ୟସ୍ତ ।ଏମଭିଆଇ ନିଘୋଡ଼ ନିଦରେ ଶୋଇଛି ।ପୋଲିସ ଏବଂ ପ୍ରଶାସନ ବିଭାଗ ମଧ୍ୟରେ କିଛି ସମ୍ପର୍କ ନାହିଁ ।ବାଇକ୍ ଚେକିଂ ଇତ୍ୟାଦିକୁ ପରିବହନ ବିଭାଗର ଗୁରୁତ୍ଵ ନାହିଁକି ପୋଲିସ ବିଭାଗର  ନିଘା ନାହିଁ ।କିଛି ଅଘଟଣ କି ଦୁର୍ଘଟଣା ଘଟିସାରିଲା ପରେ ପୋଲିସ ପହଞ୍ଚେ ଏବଂ ପିଡିତାକୁ ନେଇ ଡ଼ାକ୍ତରଖାନା ପହଞ୍ଚାଏ […]

Read More Text.
Img 20250729 wa0206

ମୟୂରଭଞ୍ଜରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗର ମିଳିତ ଉଦ୍ୟମରେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକଙ୍କ  ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଶିଶୁ  ଓ କିଶୋର ଶ୍ରମିକ (ନିରାକରଣ ଓ ନିୟନ୍ତ୍ରଣ) ସମ୍ଭନ୍ଧୀୟ ) ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ନରେନ୍ଦ୍ର ଗାଇପାଇ, ଜିଲ୍ଲା ଶ୍ରମ […]

Read More Text.
Img 20250729 wa0158

ଓରମାସ ତରଫରୁ ମୟୂର ଶିଳ୍ପ ଆଉଟଲେଟ ସମ୍ମୁଖରେ ନିଆରା ରାକ୍ଷୀ ଷ୍ଟଲ ଉଦଘାଟିତ

ବାରିପଦା – ଆଗକୁ ଆସୁଛି ପାରମ୍ପରିକ ପର୍ବ ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଉତ୍ସବ। ତେଣୁ  ରାକ୍ଷୀ ପାଇଁ ଗହଳଚହଳ ହେଲାଣି ବଜ଼ାର।  ଜିଲ୍ଲାର ସଦର ମହକୁମା ବାରିପଦାରେ ଭଳିକିଭଳି ରାକ୍ଷୀ ସମ୍ଭାରରେ ସଜେଇହେବାରେ ଲାଗିଛି ବିଭିନ୍ନ ଷ୍ଟଲ। ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ଷ୍ଟାଡିଅମ ଗୋଲେଇ ନିକଟସ୍ଥ ମୟୂର ଶିଳ୍ପ ଆଉଟଲେଟ ସମ୍ମୁଖରେ ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ORMAS) ତରଫରୁ ନିଆରା  ମନଲୋଭା ରାକ୍ଷୀର ସମ୍ଭାର ନେଇ ଉଦଘାଟିତ ହୋଇଛି […]

Read More Text.
Rrwe

ସ୍ତ୍ରୀ ଓ ଶାଶୁ କୁ ମାରି ପୋତିଦେଲା ନର ପିଚାସୁ, ପୋତିବା ସ୍ଥାନରେ କଦଳୀ ଗଛ ଲଗାଇଲା

ବାରିପଦା: ସ୍ତ୍ରୀ ଓ ଶାଶୁ କୁ ମାରି ଗାତ ଖୋଳି ପୋତିଦେଲା ନରପିଚାସୁ । ଏହିଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଅଛି ମୟୁରଭଞ ଜିଲା କୁଳିଅଣା ଥାନା ଅଞ୍ଚଳରେ । ଯାହାକି ଆଜି ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଅଛି । ଉକ୍ତ ଥାନା ଅନ୍ତର୍ଗତ ସରପଙ୍ଖା ନୂଆ ଗାଁ ଅଞ୍ଚଳରେ ଘଟିଅଛି ଏହି ଡବଲ ମର୍ଡର ଘଟଣା । ଅଭିଯୁକ୍ତ ଦେବାଶିଷ ପାତ୍ର ତିନି ବର୍ଷ ତଳେ ଉକ୍ତ ଥାନା ଅନ୍ତର୍ଗତ ଆମ୍ବଡୁବି ଅଞ୍ଚଳର ସୁନାଲୀ […]

Read More Text.