ଖତ ଖାଉଛି କମ୍ପ୍ୟୁଟର; ପିଲାଙ୍କୁ ମିଳୁନି ଇ-ଶିକ୍ଷା
ଯୋଜନା ଭିତରେ ରହିଗଲା ଇ-ବିଦ୍ୟାଳୟ ଯୋଜନା ଉକ୍ତ ଯୋଜନା ପ୍ରତି ନୂତନ ସରକାରଙ୍କ ନଜର ପଡ଼ିବ କେବେ! ଆଗରପଡ଼ା :କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇସିଟି ଯୋଜନାରେ ୨୦୧୩ ମସିହାରେ ହାଇସ୍କୁଲ ସ୍ତରରେ ଆରମ୍ଭ ହୋଇଥିବା କମ୍ପ୍ୟୁଟର ଶିକ୍ଷା ୨୦୧୮ ମସିହାରୁ ଅଚଳ ହୋଇପଡ଼ିଛି । ରାଜ୍ୟରେ ୪ହଜାର ବିଦ୍ୟାଳୟରେ ଆଇସିଟି ଯୋଜନାରେ ନିର୍ମିତ ହୋଇଥିବା କମ୍ପ୍ୟୁଟର ଲ୍ୟାବ ଏବେ ଖତ ଖାଉଛି । ଏହି ଯୋଜନା ଅଚଳ ହୋଇପଡ଼ିବାପରେ ବିଦ୍ୟାଳୟରେ କୌଣସି କମ୍ପ୍ୟୁଟର ଶିକ୍ଷକ ନଥିବାରୁ କଳା […]
Read More Text.