Modi vance 750x430

କଥା ହେଲେ ଜେଡି ଭାନ୍ସ ଓ ପିଏମ୍ ମୋଦି, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

ନୂଆଦିଲ୍ଲୀ: ମୋଦୀ-ଭାନ୍ସ ଫୋନରେ ଆଲୋଚନା । ମୋଦିଙ୍କୁ ଫୋନ୍ କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଭାରତ-ଆମେରିକା ସମ୍ପର୍କ ନେଇ ବଡ଼ ଆଲୋଚନା । ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ । ରଣନୈତିକ ଭାଗିଦାରୀ ଉପରେ ଫୋକସ୍ । ବାଣିଜ୍ୟରୁ ପ୍ରତିରକ୍ଷା, ସହଯୋଗ ବଢ଼ାଇବେ ଭାରତ-ଆମେରିକା । ୫୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ । ଉଭୟ ନେତା ଭାରତ-ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଦିଗରେ ବିସ୍ତୃତ ଆଲୋଚନା କରିଛନ୍ତି। […]

Read More Text.
Desd e1786288402478 300x247

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ

ଭୁବନେଶ୍ୱର: ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ବଦଳି କରିବାକୁ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ କଲେଜିୟମର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଲେଜିୟମ ଜଷ୍ଟିସ ମାନଶ ରଞ୍ଜନ ପାଠକଙ୍କୁ ଅହମ୍ମଦାବାଦର ଗୁଜରାଟ ହାଇକୋର୍ଟ ଏବଂ ଜଷ୍ଟିସ କୃଷ୍ଣ ରାମ ମହାପାତ୍ରଙ୍କୁ ବିଳାସପୁରର ଛତିଶଗଡ଼ ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରାଯାଇଛି। ଜଷ୍ଟିସ ମାନଶ ରଞ୍ଜନ ପାଠକ ୨୧ ଜୁଲାଇ ୨୦୨୫ଠାରୁ କଟକର ଓଡ଼ିଶା […]

Read More Text.
Low pressure

ଆସୁଛି ଆଉ ୨ ଲଘୁଚାପ, ୧୩ରୁ ୧୯ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର: ପଛକୁ ପଛ ଆସୁଛି ଆଉ ୨ ଲଘୁଚାପ। ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲୋ ପ୍ରେସର ଏରିଆ। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଂକା ରହିଛି। ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୧୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା। ଆସନ୍ତା ୧୩ରୁ ୧୯ ଯାଏଁ ଓଡ଼ିଶା ସମେତ ପୂର୍ବ […]

Read More Text.
Krushna 300x172

ଧାନ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ‘ଆଗ୍ରିଷ୍ଟାକ୍’ ଆଇଡି : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ କିଛି ସ୍ଥାନରେ ଦ୍ୱନ୍ଦ୍ୱ ଉପୁଜିଥିଲା। ତେବେ ଧାନ କିଣା ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ରବିବାର ଦିନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି। ବିଶେଷ କରି ‘ଆଗ୍ରିଷ୍ଟାକ୍’ ଆଇଡିକୁ ନେଇ ଚାଷୀମାନଙ୍କ ମନରେ ଥିବା ଭୟ ଓ ଆଶଙ୍କାକୁ ସେ ଦୂର କରିଛନ୍ତି। ମନ୍ତ୍ରୀ […]

Read More Text.
2a171d9b 9c53 4bf9 88ee b8dac4d30c9e

ରେଭେନ୍ସାରେ ବିଜ୍ଞାନ ପ୍ରଚାର ସମିତିର ୭୮ ତମ ପ୍ରତିଷ୍ଠା ଦିବସ ପାଳିତ 

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବକ୍ତୃତା କକ୍ଷରେ ବିଜ୍ଞାନ ପ୍ରଚାର ସମିତିର ୭୮ ତମ ପ୍ରତିଷ୍ଠା ଦିବସ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ବିଜ୍ଞାନପ୍ରେମୀ ଯୋଗଦେଇଥିଲେ। ଏହି ଉତ୍ସବରେ ଆକାଶବାଣୀ କଟକର ପ୍ରାକ୍ତନ କେନ୍ଦ୍ର ନିର୍ଦ୍ଦେଶକ ଡଃ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଧାରଣ ଜନତାଙ୍କ ମଧ୍ୟରେ ବିଜ୍ଞାନକୁ ଜନପ୍ରିୟ କରାଇବାରେ ଆକାଶବାଣୀ […]

Read More Text.

ରାଜ୍ୟସ୍ତରୀୟ କନିଷ୍ଠ କବାଡି ପାଇଁ ମୟୁରଭଞ୍ଜ ଦଳ ଚୟନ ୧୧ ତାରିଖରେ 

ବାରିପଦା : ଓଡିଶା କବାଡି ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୫୨ତମ କନିଷ୍ଠ ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପ ପାଇଁ ମୟୁରଭଞ୍ଜ ଦଳର ଉଭୟ ପୁରୁଷ ଓ ମହିଳା ଦଳ ଚୟନ ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ହେବ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଇଛୁକ ଖେଳାଳି ମାନେ ଡିଜିଟାଲ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ ସହ ବାରିପଦା ଷ୍ଟାଡିୟମ ଅଫିସରେ ଉକ୍ତ ଦିନ ନାମ ପଞ୍ଜିକରଣ କରିପାରିବେ […]

Read More Text.
Pm modi

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ‘ବିକଶିତ ଭାରତ’ ପାଇଁ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୋଦୀ

ନୂଆଦିଲ୍ଲୀ:ଆଇଆଇଟି ଦିଲ୍ଲୀର ସମାବର୍ତ୍ତନ ଉତ୍ସବରେ ଶନିବାର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ଓ ଦେଶର ବିକାଶରେ ଯୁବପିଢ଼ିର ଭୂମିକା ନେଇ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଛାତ୍ରମାନଙ୍କ ମନରେ ଭବିଷ୍ୟତକୁ ନେଇ ଚାଲିଥିବା ଚିନ୍ତାଧାରାର ଉଦାହରଣ ଦେବା ସମୟରେ ସେ ‘ବାବା ବାଗେଶ୍ୱର’ଙ୍କ ଉଲ୍ଲେଖ କରିଥିଲେ।ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ମୋଦୀ କହିଥିଲେ, ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଥିବା ସମୟରେ ପ୍ରତ୍ୟେକ ଛାତ୍ରଙ୍କ ମନରେ ନିଜ ଭବିଷ୍ୟତକୁ ନେଇ ଅନେକ ଚିନ୍ତା ଚାଲିଥିବ। ଏହାକୁ […]

Read More Text.
Lpg 750x430

ମାତ୍ର ୩ରୁ ୪ ଘଣ୍ଟାରେ ମିଳିବ ଏଲପିଜି ସିଲିଣ୍ଡର, ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଉ’ ସେବା ଲଞ୍ଚ କଲା ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: ରୋଷେଇ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ବୁକ୍ କରିବା ପରେ ଆଉ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଗ୍ରାହକମାନଙ୍କୁ ଅଧିକ ସୁବିଧା ଏବଂ ଦ୍ରୁତ ସେବା ଯୋଗାଇଦେବା ପାଇଁ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏକ ନୂଆ ଏବଂ ଆଧୁନିକ ସେବା ଆରମ୍ଭ କରାଯାଇଛି। କମ୍ପାନି ପକ୍ଷରୁ ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଉ’ ନାମକ ଏକ ସ୍ୱତନ୍ତ୍ର ସେବା ଲଞ୍ଚ କରାଯାଇଛି, ଯାହା ଅଧୀନରେ ଗ୍ରାହକମାନଙ୍କୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଘରେ ସିଲିଣ୍ଡର ପହଞ୍ଚାଇ […]

Read More Text.
Trump 3 750x430

ଭାରତ ସମେତ ୫ ଦେଶ ଉପରେ ୧୦୦% ଟାରିଫ୍ ଲଗାଇପାରେ ଆମେରିକା

ନୂଆଦିଲ୍ଲୀ: ରୁଷର ତୈଳ ଏବଂ ଗ୍ୟାସ ବିକ୍ରୟ ଉପରେ କଟକଣା ଲଗାଇବା ପାଇଁ ଆମେରିକାର ସେନେଟ୍ ଏକ ବିଲକୁ ମଞ୍ଜୁର କରିଛି। ଏହି ବିଲ୍ କାର୍ଯ୍ୟକାରୀ ହେବା ଦ୍ୱାରା ଭାରତ, ଚୀନ୍, ଜାପାନ ଏବଂ କିଛି ୟୁରୋପୀୟ ଦେଶ ଉପରେ ସର୍ବାଧିକ ପ୍ରଭାବ ପଡ଼ିପାରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦେଶଗୁଡ଼ିକରୁ ଆସୁଥିବା ସାମଗ୍ରୀ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇପାରିବେ। ଦିବଂଗତ ରିପବ୍ଲିକାନ୍ କଂଗ୍ରେସମ୍ୟାନ୍ ଲିଣ୍ଡସେ ଗ୍ରାହାମ୍ ଏହି ବିଲର ସମର୍ଥକମାନଙ୍କ ମଧ୍ୟରେ […]

Read More Text.
Petrol m e1786199701412 300x243

ପେଟ୍ରୋଲ ଢାଳି ଯୁବକଙ୍କୁ ହତ୍ୟା ଉଦ୍ୟମ, ଅବସ୍ଥା ଗୁରୁତର

ରାଉରକେଲା:  ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଘଣିଘଷାରେ ଘଟିଛି ବିଭତ୍ସ କାଣ୍ଡ । ଶୌଚ ପାଇଁ ଯାଇଥିବା ବେଳେ କାହ୍ନୁଚରଣ ମହାନ୍ତଙ୍କୁ ଜାଳିନେଲେ । ୪ ମୁଖାପିନ୍ଧା ଦୁର୍ବୁତ୍ତ ପେଟ୍ରୋଲ ଢାଳିବା ସହ ଜୋର ଜବରଦସ୍ତ ପେଟ୍ରୋଲ ପିଆଇ ନିଆଁ ଲଗାଇ ଫେରାର ହୋଇଛନ୍ତି । କାହ୍ନୁଚରଣଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜମି ବିବାଦରୁ […]

Read More Text.