New Project 2026 09 21T125249.023

ଭାତରେ ପୋକ ସାଲୁବାଲୁ, ଅଧିକାରୀଙ୍କୁ ଅଭିଯୋଗ କରିବାକୁ ୮ କିମି. ଚାଲିଲେ ଛାତ୍ରୀ

ଉଦଳା: ମୌଳିକ ସୁବିଧା ଦାବିରେ ୮ କିଲୋମିଟର ଚାଲିଲେ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଏକ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନେ ହଷ୍ଟେଲରେ ଦୁଇ ମାସରୁ ଅଧିକ ସମୟ ଧରି ମୌଳିକ ସୁବିଧାର ଅଭାବ ନେଇ ଅଭିଯୋଗ କରିବାକୁ ୮ କିଲୋମିଟର ଚାଲି ଚାଲି ଯାଇଥିବା ଜଣାପଡ଼ିଛି। ଏହି ଘଟଣା ଉଦଳା ବ୍ଲକ୍ ଅନ୍ତର୍ଗତ ବିଶିପୁର ଆଶ୍ରମ ବିଦ୍ୟାଳୟରୁ ସାମ୍ନାକୁ ଆସିଛି। ଯେଉଁଠାରେ ୧୫୦ ଜଣ ଛାତ୍ରୀ ହଷ୍ଟେଲରେ ରୁହନ୍ତି।ଛାତ୍ରୀମାନଙ୍କ କହିବା ଅନୁଯାୟୀ, ଦୁଇ ମାସରୁ ଅଧିକ ସମୟ ଧରି […]

Read More Text.
All 1200x668 1 750x430

ସରିଲା ସର୍ବଦଳୀୟ ବୈଠକ: ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଲେ ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭା ଆରମ୍ଭ ପୂର୍ବରୁ ବସିଥିଲା ସର୍ବଦଳୀୟ ବୈଠକ। ଗୃହକାର୍ଯ୍ୟ ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଲେ ବାଚସ୍ପତି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ […]

Read More Text.
IMG 20260920 WA0305

 ଵାମନଘାଟୀ ଠିକାଦାର ସଂଘର ଶାରଦୀୟ ମିଳନ 

ବାରିପଦା: ପାର୍ଵଣ ଶାରଦୀୟ ଋତୁର ଆରମ୍ଭ । ବିଲ, ନାଳ ପାର୍ଶ୍ବରେ କାଶତଣ୍ଡୀ ମଧ୍ୟ ପବନରେ ଦୋହଲି ସବୁରି ମନ ମୋହୁଛି  ।ଏହି  ଶାରଦୀୟ ଅବସରରେ  ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକ ଠିକାଦାର ସଂଘ ତରଫରୁ “ବାମନଘାଟୀ ଠିକାଦାର ସଂଘ  ଶାରଦୀୟ ବଂଧୁ ମିଲନ”  ଆଜି ରବିବାର ଦିନ ଆନନ୍ଦ ଓ ଉଲ୍ଲାସର ସହ ସ୍ଥାନୀୟ ଖେରଣା ପଥପ୍ରାନ୍ତ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ।୪୫୦ ରୁ ଉର୍ଦ୍ଧ୍ଵ ଠିକାଦାର ବଂଧୁମାନେ ସୁଦୂରରୁ ନିଜର ବଂଧୁ ମାନଙ୍କ ସହ […]

Read More Text.
IMG 20260920 WA0286

ସାମ୍ବାଦିକଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ବାରିପଦା: ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବହଳଦା ଥାନା ଅନ୍ତର୍ଗତ ରେଡମ ଗ୍ରାମର ସାମ୍ବାଦିକ ତ୍ରିଲୋଚନ ମହାନ୍ତ ଙ୍କ  ଘରେ  କେହି ନଥିବା ବେଳେ ତାଙ୍କ ଘର ଭିତରକୁ ପଶି କେହି ଅଜଣା ଦୁର୍ବୃତ୍ତ ଆଲମାରୀ ଭାଙ୍ଗି ମିଶନ ଶକ୍ତି ବିଭାଗ ପକ୍ଷରୁ ମିଳିଥିବା ମୂଲ୍ୟବାନ ଲ୍ୟାପଟପ୍ କମ୍ପ୍ୟୁଟର,ସୁନା ଗହଣା ଓ କଲେଜରେ ପଢ଼ୁଥିବା ପୁଅକୁ ଦେବା ପାଇଁ ଆଲମାରୀ ଭିତରେ ରଖିଥିବା ନଗଦ ପଚାଶ ହଜାର ଟଙ୍କା ମଧ୍ୟ ଚୋରି ହୋଇଯାଇଛି ବୋଲି ବହଳଦା ଥାନାରେ ତାଙ୍କ […]

Read More Text.
IMG 20260920 WA0280

ଆସନ୍ତା ୨୨ରୁ ବାରିପଦାରେ ଅନୁଷ୍ଠିତ ହେବ ୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବ 

ବାରିପଦା: ବାରିପଦାର ଅଗ୍ରଣୀ ନାଟ୍ୟସଂସ୍ଥା “ଆମେ”, ବାରିପଦା ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ୯ ଦିନିଆ ନାଟ୍ୟ ମହୋତ୍ସବ ଚଳିତ ମାସ ୨୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି I ଉଦଘାଟନୀ ସନ୍ଧ୍ୟାରେ ୭୫ ବାସ୍ତବ ଗ୍ରୁପ, ବାରିପଦାର ନାଟକ “ପରେ କହିବି”, ୨୩ ତାରିଖ ୧ମ ନାଟକ ନାରୀ ଅଦ୍ଵିତୀୟା”, ଭୁବନେଶ୍ୱରର “ନିଃସହାୟ” ଓ ୨ୟ ନାଟକ ତାପରେ ଆମେ, ବାରିପଦାର “ସୁରେନ୍ଦ୍ର ସାଏଙ୍କ ନିଶ”, ୨୪ ତାରିଖ ଭଞ୍ଜଭୂମି […]

Read More Text.
Russia

ରୁଷ ଉପରେ ଏକାଥରକେ ୧୦୦୦ରୁ ଅଧିକ ଡ୍ରୋନ୍ ମାଡ଼ କଲା ୟୁକ୍ରେନ

ରୁଷ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଣିଥରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣକୁ ନେଇ ଚର୍ଚ୍ଚା ବଢ଼ିଛି । ରୁଷୀୟ ଅଧିକାରୀଙ୍କ ଅନୁସାରେ, ରାତିରେ ୟୁକ୍ରେନ ପକ୍ଷରୁ ରୁଷର ବିଭିନ୍ନ ଅଞ୍ଚଳ ଆଡ଼କୁ ଏକ ହଜାରରୁ ଅଧିକ ଡ୍ରୋନ୍ ପଠାଯାଇଥିଲା । ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଦେଶର ବିଭିନ୍ନ ଅଞ୍ଚଳ ସହ କ୍ରିମିୟା ଏବଂ କୃଷ୍ଣ ସାଗର ଅଞ୍ଚଳରେ ୧,୦୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌କୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ କରିଛି । ତେବେ ମସ୍କୋ […]

Read More Text.
Super el nino

ସୁପର ଏଲ୍ ନିନୋ ସଙ୍କଟ ନେଇ ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍

ନୂଆଦିଲ୍ଲୀ: ସୁପର ଏଲ୍ ନିନୋ ସଙ୍କଟ । ପରିବେଶବିତଙ୍କ ଚେତାବନୀ । ଭାରତକୁ ମହାବାତ୍ୟା-ଉତ୍ତାପ ଭୟ । ଆସୁଛି ବଡ଼ ବିପତ୍ତି । ନଭେମ୍ବର ୨୦୨୬ ରୁ ୨୦୨୭ ପ୍ରାରମ୍ଭିକ ମାସଗୁଡ଼ିକ ମଧ୍ୟରେ ଭାରତକୁ ଏକ ଭୟଙ୍କର “ସୁପର” ଏଲ୍ ନିନୋ (Super El Nino) ପ୍ରଭାବିତ କରିବାକୁ ଯାଉଛି । ଏହାକୁ ନେଇ ୧୮୮ ଜଣ ଭାରତୀୟ ପରିବେଶ ବିଜ୍ଞାନୀ ଏକ ଜରୁରୀକାଳୀନ ଚେତାବନୀ ଜାରି କରିଛନ୍ତି । ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ […]

Read More Text.
Screenshot 2026 09 20 175527 750x430

ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଭଉଣୀ ଗିରଫ

ଲାହୋର: ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (ପିଟିଆଇ) ଦ୍ୱାରା ସେପ୍ଟେମ୍ବର ୨୭ ତାରିଖରେ ହେବାକୁ ଥିବା ଦେଶବ୍ୟାପୀ ପ୍ରତିବାଦ ଶୋଭାଯାତ୍ରା ପୂର୍ବରୁ ଲାହୋର ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନଙ୍କୁ ତାଙ୍କ ଲାହୋର ବାସଭବନରୁ ଗିରଫ କରିଛି। ଇମ୍ରାନଙ୍କ ମୁକ୍ତି ଦାବିରେ ୨୭ ତାରିଖରେ ମାର୍ଚ୍ଚ ଡାକରା ଦେଇଥିଲେ। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତିନି ବର୍ଷରୁ ଅଧିକ ସମୟ […]

Read More Text.
Screenshot 2026 09 20 145747 750x430

୨୮ ରୁ ପୁଣି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡକରା

ନୂଆଦିଲ୍ଲୀ: ପାଞ୍ଚ ଦିନ ବ୍ୟାଙ୍କିଂ ସପ୍ତାହ, ପେନସନ୍ ଅପଡେଟେସନ୍, ଖାଲି ପଦବୀ ପୂରଣ ଏବଂ PLI ପେମେଣ୍ଟ ଭଳି ଦାବି ପାଇଁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ସେପ୍ଟେମ୍ବର ୨୮ ରୁ ୩୦ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ଧର୍ମଘଟ ଯୋଗୁଁ ଗ୍ରାହକମାନଙ୍କୁ ଅସୁବିଧା ଯେପରି ଅସୁବିଧା ନହେବ ସେନେଇ ସୋମବାର ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କ୍ଷେତ୍ରର ବ୍ୟାଙ୍କ୍, RRB ଏବଂ NABARD ର ଶୀର୍ଷ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ […]

Read More Text.
Opd

ଡାକ୍ତର ଅନୁପସ୍ଥିତିକୁ ନେଇ ମେଡିକାଲରେ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ

ବାଙ୍ଗିରିପୋଷି: ଡାକ୍ତର ଅନୁପସ୍ଥିତିକୁ ନେଇ ମେଡିକାଲରେ ଉତ୍ତେଜନା । ମୟୂରଭଞ୍ଜ ଜିଲ୍ଲା ସାରସକଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା । ଡାକ୍ତର ଅନୁପସ୍ଥିତିକୁ ନେଇ ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ମୃତ ଶିଶୁର ସମ୍ପର୍କୀୟ । ମୁଣ୍ଢାକଟା ଗାଁର ବେହେରା ସାହିର ରାଜା ବେହେରାଙ୍କ ଦୁଇ ବର୍ଷର ଶିଶୁ ଘରେ ଖେଳୁଥିବା ବେଳେ ଟେବୁଲ୍ ଫ୍ୟାନର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲା । ପରିବାର ଲୋକେ ତାକୁ ତୁରନ୍ତ ପ୍ରାଥମିକ […]

Read More Text.