ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ଆରୋଗ୍ୟମ୍ ସୂତ୍ର’ ଆଲୋଚନା ଚକ୍ର : ଉନ୍ମୋଚିତ ହେଲା ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପୁସ୍ତକ ‘ମନର ସ୍ପନ୍ଦନ’
ଭୁବନେଶ୍ୱର, ୩୦/୦୩/୨୦୨୬ : ମୁକ୍ତ ଚିନ୍ତନ ମଞ୍ଚ ଏବଂ ଭାରତୀୟ ବିଦ୍ୟାଭବନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଖାରବେଳ ନଗରସ୍ଥିତ ଭାରତୀୟ ବିଦ୍ୟାଭବନ ସଭାଗୃହରେ ୨୧୪ତମ ଆଲୋଚନା ଚକ୍ର ଓ ପୁରସ୍କାର ପ୍ରଦାନ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। “ଆରୋଗ୍ୟମ୍ ସୂତ୍ର (ସ୍ୱାସ୍ଥ୍ୟମେବ ଜୟତେ)” ଶୀର୍ଷକ ଏହି ସ୍ୱାସ୍ଥ୍ୟ ଭିତ୍ତିକ ଆଲୋଚନା ଚକ୍ରରେ ବିଶିଷ୍ଟ ଚିକିତ୍ସକ ଓ ବିଦ୍ୱାନମାନେ ଯୋଗଦେଇ ନିରୋଗ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର […]
Read More Text.