ବିଦ୍ୟାଳୟକୁ ପୁସ୍ତକ ଦାନ କଲେ ଲେଖିକା ସୁଚରିତା ମହାନ୍ତି
ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଠାଗାରକୁ ନିଜ ଲିଖିତ ୫୦ ଟି ଶିଶୁ କବିତା ପୁସ୍ତକ “କଅଁଳ କଢି” ଦାନ କରିଛନ୍ତି କବି, ଗାଳ୍ପିକା ସୁଚରିତା ମହାନ୍ତି l ଏହି ପୁସ୍ତକ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ବହି ପଢିବା ପାଇଁ ଉତ୍ସାହିତ କରିଛନ୍ତି I ଛୋଟ ଛୋଟ ପିଲାମାନେ କଅଁଳ କଢି଼ ସଦୃଶ୍ୟ I ସେମାନେ କିପରି ପାଠପଢ଼ାରେ ମନଦେଇ ଭବିଷ୍ୟତରେ […]
Read More Text.