ପରିବହନ ବିଭାଗ ତରଫରୁ ରକ୍ତଦାନ ଶିବିର
ବାରିପଦା : ଅତିରିକ୍ତ ସଡ଼କ ପରିବହନ ବିଭାଗ ,ଵାମନଘାଟି ବସ ମାଲିକ ସଂଘ ଏଵଂ ଵାମନଘାଟୀ ଟ୍ରକ ମାଲିକ ସଂଘ ମିଳିତ ପ୍ରୟାସରେ ଅତିରିକ୍ତ ପରିବହନ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଵିଭାଗୀୟ ଅଧିକାରିଣୀ ଇଂ ଚିନ୍ମୟୀ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ରକ୍ତଦାନ ମହତଦାନ ।ଗ୍ରୀଷ୍ମ ଋତୁର ପ୍ରଭାବ ଆରମ୍ଭ ହୋଇଯାଇଛି ।ଏହି ଋତୁରେ ରକ୍ତ ସଂଗ୍ରହ କମ ହୋଇଥାଏ ।ରକ୍ତଦାତାମାନେ ରକ୍ତଦାନ କରିବାକୁ ଅମଙ୍ଗ ହୋଇଥାନ୍ତି ।ତଦସହ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ସଙ୍କଟ […]
Read More Text.