ଭାରତ-ଓମାନ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା

ନୂଆଦିଲ୍ଲୀ : ଭାରତ-ଓମାନ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା (CEPA) କାର୍ଯ୍ୟକାରୀ ହୋଇଛି ଯାହା ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କରେ ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ ସୃଷ୍ଟି କରିଛି ଏବଂ ଦୁଇ ଦେଶ ମଧ୍ୟରେ ରଣନୈତିକ ବାଣିଜ୍ୟ ଏବଂ ନିବେଶ ସହଯୋଗରେ ଏକ ପରିବର୍ତ୍ତନକାରୀ ନୂତନ ଅଧ୍ୟାୟ ଖୋଲିଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଚୁକ୍ତିନାମା ଆରମ୍ଭ ଘୋଷଣା କରି କହିଛନ୍ତି ଯେ ଏହା ନୂତନ ବଜାର ଖୋଲିବା, ରପ୍ତାନି ବୃଦ୍ଧି କରିବା, ନିବେଶ ଆକର୍ଷିତ […]

Read More Text.

ମିଆଁମାରରେ ଭୟଙ୍କର ବିସ୍ଫୋରଣ, ୫୫ ମୃତ, ୧୦୦ ଆହତ

ବ୍ୟାଙ୍କକ୍‌ : ଉତ୍ତର-ପୂର୍ବ ମ୍ୟାଁମାରର ଏକ କୋଠାରେ ଭୟଙ୍କର ବିସ୍ଫୋରଣ ଘଟି ୫୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ଜଣ ଆହତ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଶାନ ପ୍ରଦେଶ ଅନ୍ତର୍ଗତ ନାମହକାମ ସହରର କାଉଙ୍ଗଟୁପ୍ ଗାଁରେ ରବିବାର ଏହି ବିସ୍ଫୋରଣ ହୋଇଛି। ଖଣି ଖନନ କାମ ପାଇଁ ବ୍ୟବହାର ହେଉଥିବା ବିସ୍ଫୋରକ ସାମଗ୍ରୀ ଏକ ଘରେ ମହଜୁଦ କରାଯାଇଥିବାବେଳେ ଉକ୍ତ ଘରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା ପ୍ରାୟ […]

Read More Text.

ଥାନାରେ ପୁଣି ଥାର୍ଡଡିଗ୍ରୀ, ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର : ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଥାନାରେ ଯୁବକଙ୍କୁ ପିଟି ପିଟି ମାରିଦେଲେ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ୍ ବିରୋଧରେ । ମୃତ ଯୁବକ ହେଲେ ସୁଶାନ୍ତ କୁମାର ସାହୁ । ଯୁବକକୁ କୌଣସି ଏକ ମାମଲାର ତଦନ୍ତ ପାଇଁ ପୋଲିସ ଉଠାଇ ନେଇ ଅକଥନୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସେ ଗୁରୁତର ହେବା ପରେ ପରିବାର ଲୋକଙ୍କୁ ଡକାଇ ଗୁରୁତର […]

Read More Text.

ଅନୁଗୁଳରେ ଦୁଇ ଜଣଙ୍କ ଜୀବନ ନେଲା ଦନ୍ତା

ଅନୁଗୁଳ: ହାତୀ ନେଲା ୨ ଜୀବନ । ଅନୁଗୁଳରେ ହାତୀ ଆତଙ୍କ। ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁରେ ଜଣେ ବୃଦ୍ଧଙ୍କ ମଣ୍ଡକୁ ଦଳିଦେଲା ଦନ୍ତା । ମୃତକ ହେଲେ ୬୫ ବର୍ଷିୟ ଗନ୍ଧର୍ବ ସାହୁ । ସକାଳ ସାଢ଼େ ୬ଟା ବେଳେ ଗନ୍ଧର୍ବ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ବନବିଭାଗ ଟିମ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ଛେଣ୍ଡିପଦା ବନାଞ୍ଚଳ ନୂଆଗାଁରେ ହାତୀ […]

Read More Text.

କର୍ତ୍ତବ୍ୟ ଆଗରେ ହାର ମାନିଛି ଗ୍ରୀଷ୍ମ: ବଡ଼ବେତରା ପଞ୍ଚାୟତର ୨୦୪ନଂ ବୁଥରେ ବିଏଲଓଙ୍କ ଦ୍ୱାରା ‘ଏସଆଇଆର’ କାର୍ଯ୍ୟକ୍ରମ ଜୋରସୋରରେ ଜାରି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ଗ୍ରାମ ପଞ୍ଚାୟତର ୨୦୪ ନମ୍ବର ବୁଥ୍ ରେ  ‘ଏସଆଇଆର’ (SIR) କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଏଲଓ (BLO) ଅଜୟ କୁମାର ମହାପାତ୍ର ନିଷ୍ଠାର ସହ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରୀଯୁକ୍ତ ମହାପାତ୍ର ନିଜ କର୍ତ୍ତବ୍ୟରେ ଅବହେଳା ନକରି ଘରକୁ ଘର ବୁଲି […]

Read More Text.

ଦ୍ୱାରଶୁଣୀ ଘାଟି ରାସ୍ତା କଟକଣା ଅବଧି ବୃଦ୍ଧି

ଜୁନ୍ ୧୫ ପର୍ଯ୍ୟନ୍ତ ୧୧ରୁ ୪ଟା ଯାଏଁ ଯାତାୟତ ବନ୍ଦ ରହିବ  ବାରିପଦା : ଦ୍ୱାରଶୁଣୀ ଘାଟି ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ପାଇଁ କଟକଣା ଅବଧିକୁ ଚଳିତ ମାସ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ପଥର ବିସ୍ଫୋରଣ କାର୍ଯ୍ୟ ପାଇଁ ସତର୍କତା ପଦକ୍ଷେପ ସ୍ଵରୁପ ଜିଲ୍ଳା ପ୍ରଶାସନ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି । […]

Read More Text.

 ଗ୍ରୀଷ୍ମକାଳୀନ କଳା ଶିବିର ଉଦଯାପିତ 

ବାରିପଦା : ବାରିପଦା ଷ୍ଟାଡିୟମ୍ ସମ୍ମିଳନୀ କକ୍ଷରେ ସାଇ କଳା ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଗ୍ରୀଷ୍ମକାଳୀନ କଳା ଶିବିର ଉଦଯାପିତ ହୋଇଯାଇଛି I ଚଳିତ ମାସ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପନ୍ଦର ଦିନ ଧରି ଏହି ଶିବିରରେ କଳା, ଚିତ୍ର ବାଲୁକା କଳା, ପେପର କ୍ରାଫ୍ଟ, ବୋଟଲ ପ୍ରିଣ୍ଟ, କାନଭାସ ପେଣ୍ଟିଂ ଏବଂ ଗ୍ଲାସ୍ ପେଣ୍ଟିଂ ଦକ୍ଷ ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା I ଏହି ଶିବିରରେ ୧୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ […]

Read More Text.

ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦଯାପିତ 

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଏବଂ ଜିଲ୍ଲା କ୍ରୀଡା ବିଭାଗ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ୩୦ ଦିନିଆ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ୮ରୁ ୧୬ ବର୍ଷ ବୟସର ୩୭ ଜଣ ବାଳକ ଓ ୫ ଜଣ ବାଳିକା ଯୋଗଦେଇଥିଲେ I ଫୁଟବଲ କୋଚ ଅବନୀ ମୋହନ ମହାନ୍ତି ଓ ଯବାମଣୀ ସୋରେନ ଏବଂ […]

Read More Text.

 ତହସିଲଦାର ଓ ଏସିଏସଓଙ୍କୁ ଅବସର ସମ୍ବର୍ଦ୍ଧନା

ବାରିପଦା : ଦୀର୍ଘ ବର୍ଷ ଧରି ସରକାରୀ ଚାକିରୀରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇ ନିଜର ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରି ବିଜାତଳା ତହସିଲଦାର ଶ୍ରୀ ଅଶ୍ୱିନୀ କୁମାର ଭୂୟାଁ ଓ ରାଇରଙ୍ଗପୁର ଅତିରିକ୍ତ ବେସାମାରିକ ଯୋଗାଣ ଅଧିକାରୀ ଶ୍ରୀ ସାରଙ୍ଗଧର ବେହେରା  ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଗତକାଲି ସନ୍ଧ୍ୟାରେ  ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଭୟ ଅଧିକାରୀଙ୍କ ପାଇଁ ଉପଜିଲ୍ଲାପାଳ ଶ୍ରୀ ଉଗ୍ରସେନ ଓରାମ ଙ୍କ […]

Read More Text.

ମାସିକ ସନ୍ଥ ଦିବସରେ ଓଁକାର ପ୍ରତୀକ ଲୋକାର୍ପଣ

ବାରିପଦା : ସେବା ଅର୍ଥ ଦେବା। ନେବା ଅର୍ଥ ଜାଣି ଜାଣି ପାପର ଲହରୀ ଗଣିବା। ବିଶ୍ଵ ଜନ ସମୁଦାୟକୁ ପ୍ରଥମ ‘ଜୟ ସନ୍ଥ ଜୟ ସମାଜ’ର ସ୍ଲୋଗାନ୍ ଦେଇ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ସଦ୍ଭାବନା ସମିତି ପକ୍ଷରୁ ୫୬୪ତମ ମାସିକ ସନ୍ଥ ଦିବସ କୋଷାଧ୍ୟକ୍ଷ ସନ୍ଦିପ ଚାନ୍ଦଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି। ଦିବସରେ ‘ଅନ୍ୟ ସହ ନିଜକୁ ତୁଳନା କଲେ ଈର୍ଷଣୀୟ ବ୍ୟକ୍ତିତ୍ୱ ହେବାକୁ ପଡିଥାଏ, କିନ୍ତୁ ଆତ୍ମସମୀକ୍ଷା ପୂର୍ବକ ନୀରବତାର ନିରାଜନାରେ ଉତ୍ତରଣର […]

Read More Text.