ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଯୋଜନାକୁ ନେଇ ମୋଦୀଙ୍କୁ ସମାଲୋଚନା କଲା କଂଗ୍ରେସ
ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ନେଇ ରବିବାର କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛି। ଏହି ପଦକ୍ଷେପ ବୃହତ୍ ଓ ଅଧିକ ଜନବହୁଳ ରାଜ୍ୟଗୁଡ଼ିକୁ ଅସମାନୁପାତିକ ଭାବେ ଲାଭାନ୍ବିତ କରିବ, ଯାହା ‘ଜନ ବିଭ୍ରାଟର ଅସ୍ତ୍ର (ଡବ୍ଲ୍ୟୁଏମ୍ଡି)’ ହେବ ବୋଲି ଦଳ ଅଭିଯୋଗ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଓ ଯୋଗାଯୋଗ ପ୍ରଭାରୀ ଜୟରାମ ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରତାରଣା କରିବା ପାଇଁ ବିଭ୍ରାନ୍ତିକର ମନ୍ତବ୍ୟ ଦେବାର ସାଧାରଣ କୌଶଳ ଅନୁସରଣ […]
Read More Text.