୧୪ ବିଶ୍ବବିଦ୍ୟାଳୟ ନିମନ୍ତେ କୁଳପତି ନିଯୁକ୍ତ

ଭୁବନେଶ୍ବର: ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ରେଭେନ୍‌ସା ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର, ଫକୀର ମୋହନ ବିଶ୍ବବିଦ୍ୟାଳୟ ନିମନ୍ତେ ସନ୍ତୋଷ କୁମାର ତ୍ରିପାଠୀ, ଧରଣୀଧର ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ସଞ୍ଜୟ କୁମାର ପାତ୍ର, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ନିମନ୍ତେ ବ୍ୟୋମକେଶ ତ୍ରିପାଠୀ, ଖଲିକୋଟ ଏକକ ବିଶ୍ବବିଦ୍ୟାଳୟ […]

Read More Text.

ଓଡ଼ିଆ ପକ୍ଷ–୨୦୨୬ ପାଳନର ପଞ୍ଚମ ଦିନ : ଜିଲ୍ଲାସ୍ତରୀୟ ଐତିହ୍ୟ ଗଣଦୌଡ ସମ୍ପନ୍ନ

ବାରିପଦା :  ଓଡ଼ିଶା ସରକାରଙ୍କ ପକ୍ଷରୁ ପାଳିତ ହେଉଥିବା “ଓଡ଼ିଆ ପକ୍ଷ–୨୦୨୬” ଅବସରରେ ପଞ୍ଚମ ଦିନର କାର୍ଯ୍ୟକ୍ରମ ଭାବେ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାସ୍ତରୀୟ “ଐତିହ୍ୟ ଗଣଦୌଡ଼” ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହ ସମ୍ପନ୍ନ ହୋଇଛି। ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଯୁବମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ୧ ଏପ୍ରିଲ୍ […]

Read More Text.

ବାରିପଦାରେ ଅନୁଷ୍ଠିତ ହେବ ୩ ଦିନିଆ ମାଦଳ ମହୁରୀ ଉତ୍ସବ ଚଳିତ ମାସ ୭ ତାରିଖରୁ 

ବାରିପଦା  : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦୁର୍ଯ୍ୟୋ – ସରସ୍ବତୀ ସାଂସ୍କୃତିକ ପରିଷଦ ଓ ସୌଖିନ କଳାକାର କ୍ଲବ ଆନୁକୂଲ୍ୟରେ ଚଳିତ ମାସ ୭ ତାରିଖରୁ ୯ ତାରିଖ ମଧ୍ୟରେ ମାଦଳ ମହୁରୀ ଉତ୍ସବ – ୨୦୨୬ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ କ୍ଷୀରୋଦ ବିହାରୀ ସିଟ ଙ୍କ ଅଧ୍ୟକ୍ଷତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ସନ୍ଧ୍ୟାରେ ଗୁହିରାମ ଜେନାଙ୍କ ନିର୍ଦ୍ଦେଶିତ ନାଟକ “ମହାବିଭ୍ରାଟ” ଓ ଧନଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ […]

Read More Text.

ବାରିପଦାରେ ‘ବଳାଙ୍ଗୀ ଟେଲେଣ୍ଟ ହଣ୍ଟ’ ମେଗା ଅଡିସନ ଅନୁଷ୍ଠିତ: ଏପ୍ରିଲ ୧୬ରୁ ଆରମ୍ଭ ହେବ ୨୪ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ

ବାରିପଦା, ୦୫/୦୪/୨୬: ମୟୁରଭଞ୍ଜ ଜିଲ୍ଲାର ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ତଥା ବିକାଶ ପାଇଁ ଏକ ଅନନ୍ୟ ସାଂସ୍କୃତିକ ଧାରା ସୃଷ୍ଟି କରିଥିବା ‘ବଳାଙ୍ଗୀ ମହୋତ୍ସବ’ ଚଳିତ ବର୍ଷ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ବାରିପଦାସ୍ଥିତ ଡିଭାଇନ ଇଞ୍ଜିନିୟରିଙ୍ଗ କଲେଜ ପରିସରରେ ନୃତ୍ୟ ପ୍ରତିଭା ଚୟନ ଭିତ୍ତିକ କାର୍ଯ୍ୟକ୍ରମ ‘ବଳାଙ୍ଗୀ ଟେଲେଣ୍ଟ ହଣ୍ଟ’ ମେଗା ଅଡିସନ ଅନୁଷ୍ଠିତ ହୋଇଯାଇଛି। ୨୦୦୩ ମସିହାରୁ ବାରିପଦାର ବାବା ବୁଢା ରାଉଳ ମଠ […]

Read More Text.

ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ

ଭୁବନେଶ୍ୱର ୦୫।୦୪ : ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ । ମେଟ୍ରୋ କରିକି ପ୍ରତିବର୍ଷ ଦୁଇ ହଜାର କୋଟି ଖର୍ଚ୍ଚା କରିବା ପାଇଁ ବର୍ତ୍ତମାନ ସମୟରେ କୌଣସି ଆବଶ୍ୟକତା ହିଁ ନାହିଁ । ସରକାର ଗମ୍ଭୀର ଅଛନ୍ତି । ଆଗାମୀ ଦିନରେ ମେଟ୍ରୋ ପ୍ରକଳ୍ପ ନିଶ୍ଚିତ ହେବ । ମୋବିଲିଟି ପ୍ଲାନ ହେଲା ପରେ ମେଟ୍ରୋକୁ ନେଇ ସରକାର ଚିନ୍ତା କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ […]

Read More Text.

ସରକାରଙ୍କୁ ଘେରିଲେ ବିରୋଧୀ, ପଞ୍ଚାୟତ ନିର୍ବାଚନକୁ ନେଇ ସରକାରଙ୍କ ଅଧିକ ଚାଉଳ ନୀତି, ମନ୍ତ୍ରୀ କହିଲେ ଲୋକଙ୍କ ହିତ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର ୦୫।୦୪ :  କ୍ଷୁଧାମୁକ୍ତ ଓଡ଼ିଶା ସ୍ବପ୍ନ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା । ଏବେ ମାସକୁ ମୁଣ୍ଡ ପିଛା ୫କେଜି ବଦଳରେ ମିଳିବ ୧୦ କେଜି ଚାଉଳ। ଏଥର ମୋଦି ସରକାର ଦେବେ ୫କେଜି ଓ ମୋହନ ସରକାର ଦେବେ ୫କେଜି ଚାଉଳ। ମାସକୁ ମୁଣ୍ଡପିଛା ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ମିଳିବ । ପ୍ରାୟ ୩ କୋଟି ୨୨ଲକ୍ଷ ହିତାଧିକାରୀଙ୍କୁ ଏହି ମାଗଣା ଚାଉଳ ବଣ୍ଟାଯିବ। ଏଥିପାଇଁ ମାସକୁ ୭୩୪ କୋଟି […]

Read More Text.
1732412236 mohan charan majhi odishacm

SEBC ଛାତ୍ର-ଛାତ୍ରୀଙ୍କ ପାଇଁ ସଂରକ୍ଷଣ, ଜୋର ଧରିଲା ରାଜନୀତି

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି | ଦୀର୍ଘ ଦିନର ଦାବିକୁ ପୂରଣ କରିଛନ୍ତି ମୋହନ ସରକାର | ଏଣିକି ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ | ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି | ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ, […]

Read More Text.
X

ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୬୩% ବୃଦ୍ଧି

ନୂଆଦିଲ୍ଲୀ: ବିଗତ ଏକ ବର୍ଷ (୨୦୨୫-୨୬)ରେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷରେ ଏହି ପରିମାଣ ୨୩,୬୨୨ କୋଟି ଥିବାବେଳେ ଏଥର ୬୩ ପ୍ରତିଶତ ବୃଦ୍ଧି ପାଇଛି। ଭାରତ ଇତିମଧ୍ୟରେ ଆମେରିକା ଓ ଇସ୍ରାଏଲ ସମେତ ୮ଟି ରାଷ୍ଟ୍ରକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛି। ଏଭଳି ଉଲ୍ଲେଖନୀୟ ସଫଳତାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଚ୍ଚପ୍ରଶଂସା କରିଛନ୍ତି। ଭାରତରୁ ପ୍ରତିରକ୍ଷା ସାମଗ୍ରୀ ଆବଦାନୀ କରିବାରେ ମ୍ୟାଁମାର ତାଲିକାର […]

Read More Text.

ଏଥର ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ସୀମା ସୁରକ୍ଷା ବଳ ( ବିଏସ୍‌ଏଫ୍) କର୍ମଚାରୀମାନେ ଭୋଟ କେନ୍ଦ୍ରରେ ଭୋଟର ପରିଚୟପତ୍ର ଯାଞ୍ଚ କରିବେ। ଏହା ବ୍ୟତୀତ, ମତଦାନ କେନ୍ଦ୍ରରେ ଲାଗିଥିବା ସିସି ଟିଭି କ୍ୟାମେରା ଉପରେ ବି ତୀକ୍ଷ୍‌ଣ ନଜର ରଖିବେ। ୨୦୨୪ ସାଧାରଣ ନିର୍ବାଚନ ସମୟରେ ଉପରୋକ୍ତ ରାଜ୍ୟ ଗୁଡ଼ିକରେ କାର୍ଯ୍ୟ କରିଥିବା ଇନ୍ସପେକ୍ଟର ଏବଂ ଅନ୍ୟ ପଦାଧିକାରୀଙ୍କୁ ତୁରନ୍ତ ପରିବର୍ତ୍ତନ କରାଯିବା ଉଚିତ। ୫ଟି ରାଜ୍ୟ: ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ […]

Read More Text.
1573657162supreme court of india 1 1068x634

ଆଇନ ପ୍ରଣୟନ ହେବା ସତ୍ତ୍ୱେ ବଦଳିନି ସମାଜର ଚିନ୍ତାଧାରା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ପ୍ରକୃତରେ କଣ ପରିସ୍ଥିତି ବଦଳିଛି? ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଏକ ଅତ୍ୟନ୍ତ ଗମ୍ଭୀର ଏବଂ କଟୁ ମନ୍ତବ୍ୟ ଦେଇଛନ୍ତି। କୋର୍ଟ ବିଶ୍ୱାସ କରନ୍ତି ଯେ କେବଳ ଆଇନ ପ୍ରଣୟନ କଲେ ମହିଳାମାନଙ୍କ ବିରୁଦ୍ଧରେ ହିଂସା ବନ୍ଦ ହେବ ନାହିଁ, କାରଣ ସମାଜର ମାନସିକତା ସ୍ଥିର ରହିଛି। ଏକ ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟର ବିଚାରପତି ସଞ୍ଜୟ କାରୋଲ ଏବଂ ଏନ. କୋଟିଶ୍ୱର […]

Read More Text.