ହାତୀ ଆକ୍ରମଣରେ ବୃଦ୍ଧ ମୃତ
ବାରିପଦା : ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଅଛି l ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ର ଦୁର୍ଗାପୁର ଜଙ୍ଗଲ ରାସ୍ତା ରେ ଗତକାଲି ଅପରାହ୍ନରେ ଜଣେ ବୃଦ୍ଧ ଚାଲି ଚାଲି ଯାଉଥିବା ସମୟରେ ଏକ ଦନ୍ତା ହାତୀ ହାବୁଡ଼ରେ ପୋଡ଼ିଯାଇଥିଲେ l ଫଳରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା l ମୃତକ ଜଣକ ହେଲେ କେନ୍ଦୁସାହି ଅସନାବଣି ଗ୍ରାମର ଜଗନ୍ନାଥ ସିଂ l ଗତକାଲି ପାଖରୁ ପରିବାରଲୋକେ ଅନେକ ଖୋଜା ଖୋଜି […]
Read More Text.