ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ କଲା ଇରାନ

ତେହେରାନ: ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ ପ୍ରଣାଳୀ ବିବାଦର କେନ୍ଦ୍ର ହୋଇ ରହିଛି। ତେବେ ଇରାନ ହର୍ମୁଜ ପ୍ରଣାଳୀରୁ କଟକଣା ପ୍ରତ୍ୟାହାର କରିଥିବାବେଳେ ଶନିବାର ପୁଣି ଥରେ କଟକଣା ଲାଗୁ କରିଛି। ଆମେରିକା ଯୁଦ୍ଧ ବିରତି ଉଲ୍ଲଂଘନ କରୁଥିବା ଇରାନ ଅଭିଯୋଗ କରିଛି। ଶନିବାର ହର୍ମୁଜ ପ୍ରଣାଳୀ ପାର୍‌ ହେବାକୁ ଚେଷ୍ଟା କରିବା ସମୟରେ ୨ଟି ଜାହାଜ ଉପରେ ଗୁଳିଚାଳନା ହୋଇଥିବା ଅଭିଯୋଗ ହୋଇଛି। ଆମେରିକା ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରି ଇରାନ […]

Read More Text.
Images

ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ, ୨ ପ୍ରତିଶତ ବଢିଲା ଡିଏ

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କ ପାଇଁ ୨ ପ୍ରତିଶତ ବଢ଼ିଲା ଡିଏ । ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା । କେନ୍ଦ୍ର କ୍ୟାବିନେଟ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛି । ପିଛିଲା ଭାବେ ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ଲାଗୁ ହେବ । ଉଭୟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ଖବର ମୁତାବକ, […]

Read More Text.

ମହାରାଷ୍ଟ୍ର, ଓଡ଼ିଶା ଓ ବିହାରରୁ ୪ ଆତଙ୍କୀ ଗିରଫ, ବଡ଼ ଧରଣର ଆଇଡି ବିସ୍ଫୋରଣ ଯୋଜନା ପଣ୍ଡ

ଭୁବନେଶ୍ୱର : ବଡ଼ ଧରଣର ଆଇଡି ବିସ୍ଫୋରଣ ଥିଲା ପ୍ଲାନ୍ ।  ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏକ ବଡ଼ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିଦେଇଛି। ମହାରାଷ୍ଟ୍ର, ଓଡ଼ିଶା ଏବଂ ବିହାରରୁ ୪ ଜଣ ଆତଙ୍କୀଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରରୁ ୨ ଜଣ, ଓଡ଼ିଶାରୁ ଜଣେ ଏବଂ ବିହାରରୁ ଜଣଙ୍କୁ ଗିରଫ କରାଯାଇଛି ।  ଓଡ଼ିଶାର ଭୁବନେଶ୍ୱରରୁ ଗିରଫ ହୋଇଥିବା ଅଭିଯୁକ୍ତର ନାମ ଶେଖ୍ ଇମ୍ରାନ ବୋଲି ଜଣାପଡ଼ିଛି ।  ଯୁବକମାନେ ‘ଗଜୱା-ଏ-ହିନ୍ଦ’ ରେ ସାମିଲ ହେବାକୁ […]

Read More Text.

ବିଜେଡି ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

ମୟୁରଭଞ୍ଜ : ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ। ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖ ଚକ ବନ୍ଦ। ରାସଗୋବିନ୍ଦପୁର ଆଶ୍ରମ ବିଦ୍ୟାଳୟର ଜନୈକ ଛାତ୍ରୀଙ୍କ ବିଷାକ୍ତ ଖାଦ୍ୟ ଖାଇ ଅଭାବନୀୟ ମୃତ୍ୟୁକୁ ନିନ୍ଦା ଏବଂ ପ୍ରତିବାଦ କରି ବିଜେଡି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା| ଏ ହରତାଳ ଆମ ପିଲାଙ୍କ ସୁରକ୍ଷା ପାଇଁ, ସରକାରଙ୍କ ଅବହେଳା ପାଇଁ, ରୁପାଲି ବେଶ୍ରା ପରି କୋମଳମତି ଛାତ୍ରୀକୁ ନ୍ୟାୟ ପାଇବା ପାଇଁ, ଶୋଇଥିବା ସରକାରର […]

Read More Text.

ଲୋକସଭାରେ ପାରିତ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍

ନୂଆଦିଲ୍ଲୀ : କାଟ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍ । ଲୋକସଭାରେ ପାରିତ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍ । ବିଲ୍ ବିରୋଧରେ ୨୩୦ ଭୋଟ ପଡିଥିଲା। ସପକ୍ଷରେ ପଡିଥିଲା ୨୯୮ ଭୋଟ। ଭୋଟିଂରେ ମୋଟ ୫୨୮ ସଦସ୍ୟ ସାମିଲ ହୋଇଥିଲେ। ୨୦୨୯ ମସିହାରେ ବିଧାନସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା ଏବଂ ଲୋକସଭାର ଆସନ ସଂଖ୍ୟା ବୃଦ୍ଧି କରିବା ପାଇଁ ଏକ ସମ୍ବିଧାନ ସଂଶୋଧନ ବିଲ୍ ଶୁକ୍ରବାର (୧୭ ଏପ୍ରିଲ୍, ୨୦୨୬) ନିମ୍ନ ସଦନରେ […]

Read More Text.

ସିବିଏସଇ ବୋର୍ଡ ଦଶମ ପରୀକ୍ଷାରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର  ଅପୂର୍ବ ସଫଳତା

ବାରିପଦା  :  ଚଳିତ ବର୍ଷ ସିବିଏସଇ ବୋର୍ଡ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ରେ ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରାଇରଙ୍ଗପୁର ଅପୂର୍ବ ସଫଳତା ହାସଲ କରିଛି। ବିଦ୍ୟାଳୟର ଆଠଜଣ ଛାତ୍ରଛାତ୍ରୀ  ୯୦ଶତକଡାରୁ ଉର୍ଦ୍ଧ ନମ୍ବର ରଖିଥିଲା ବେଲେ ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ଛାତ୍ର ଶ୍ରୀମାନ ଆୟୁଷ୍ମାନ ନନ୍ଦ ସର୍ବାଧିକ ୯୯.୨ଶତକଡା ନମ୍ବର ରଖିଥିଲା ବେଳେ ସୁମନଜିତ ମହାନ୍ତ(୯୫%), ରୁଭାରାଣୀ ମହାନ୍ତ(୯୩.୨%) ସ୍ବସ୍ତିକ ଶ୍ରେୟାଂଶ ଗିରି ( ୯୨.୨%) ଅକଶିତ ଦାସ […]

Read More Text.
IMG 20260417 WA0213

କାଳବନ୍ଧ ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା ପ୍ରତିବାଦରେ ୧୮ରେ ବିଜେଡ଼ିର  ୧୨ ଘଣ୍ଟିଆ ହଡତାଳ

ବାରିପଦା : ମୟୂରଭଂଜ ଜିଲ୍ଲାର ଏପ୍ରିଲ ୧୪ ତାରିଖ ଦିନ ରାସଗୋବିନ୍ଦପୁର କାଳଵନ୍ଧ ଆଶ୍ରମ ସ୍କୁଲ୍ ବିଷାକ୍ତ ଅଖାଦ୍ୟ ଖାଇ ନାବାଳିକା ରୁପାଲି ବେଶ୍ରା ଙ୍କ ମୃତ୍ୟୁ ସହ ଶତାଧିକ ଛାତ୍ରୀ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନେଇ ସାରା ଜିଲ୍ଲାରେ ଅଭିଭାବକଙ୍କ ମଧ୍ୟରେ କୋକୁଆ ଭୟ ଓ ଅସନ୍ତୋଷ ବୃଦ୍ଧି ପାଇଛି ।ଘଟଣାକୁ ନେଇ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ଚେକ ଦେଇ ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର […]

Read More Text.

ସେବାଶ୍ରମ ଓ ଆଶ୍ରମ ବିଦ୍ୟାଳୟ ଖାଦ୍ୟ ନିରାପତ୍ତା ସମୀକ୍ଷା କଲେ ଜିଲ୍ଲାପାଳ

ଖିଲାପକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ବାରିପଦା : ଜିଲ୍ଲାର ବିଭିନ୍ନ ସେବାଶ୍ରମ ଓ ଆଶ୍ରମ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ସୁଷମ ଖାଦ୍ୟ ପ୍ରଦାନ କରିବାକୁ ସୁନିଶ୍ଚିତ କରାଯିବ। ନିର୍ଦ୍ଧାରିତ ଖାଦ୍ୟ ସୂଚୀ ଅନୁଯାୟୀ ସ୍ୱଚ୍ଛ ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେବ। ଏହାସହ ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ସେବାଶ୍ରମ ଓ ଆଶ୍ରମ ସ୍କୁଲରେ ଉତ୍ତମ ପୋଷଣ ବ୍ୟବସ୍ଥାକୁ ସମୀକ୍ଷା କରିବା ଅବସରରେ ଆଜି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ସମସ୍ତ […]

Read More Text.

ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର 

ବାରିପଦା : ସ୍ଥାନୀୟ  ମୁର୍ଗାବାଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ପୂର୍ବତନ ଅଧ୍ୟକ୍ଷ ଅନାଦି ବିନ୍ଧାଣି, ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶୁବିରରେ ନିଜେ ଅଧ୍ୟକ୍ଷ ଶ୍ରୀ […]

Read More Text.

ଜିଲ୍ଲାସ୍ତରୀୟ ଅଷ୍ଟମ ପୋଷଣ ପକ୍ଷ ପାଳିତ 

ବାରିପଦା : ଜିଲ୍ଲା ସମାଜ ମଙ୍ଗଳ ବିଭାଗ ମୟୂରଭଞ୍ଜ ଦ୍ୱାରା ଜିଲ୍ଲାସ୍ତରୀୟ ୮ମ ପୋଷଣ ପକ୍ଷ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁଷମ ଖାଦ୍ୟର ସେବନ ତଥା ବାଡ଼ି ବଗିଚାରେ ମିଳୁଥିବା ପୋଷକଯୁକ୍ତ ପନିପରିବା ପ୍ରଭୁତିକୁ ଖାଦ୍ୟରେ ବ୍ୟବହାର ସାଙ୍ଗକୁ ଶିଶୁଙ୍କ ଖାଦ୍ୟପେୟରେ ଉପଯୁକ୍ତ ଖାଦ୍ୟ ଦେବାକୁ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ,  ଜିଲ୍ଲା ମୁଖ୍ୟ […]

Read More Text.