ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଦଳ 

ବାରିପଦା : ବାଲେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ୭୮ ତମ ରାଜ୍ୟ ସ୍ତରୀୟ ଭଲିବଲ ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ପୋଲିସ ଦଳ ଘୋଷିତ ହୋଇଯାଇଛି I ଦଳରେ ହରିହର ମଲ୍ଲିକ, ଅଧିନାୟକଙ୍କ ସମେତ ନିରଞ୍ଜନ ନାଏକ, ଆଶିଷ କୁମାର ସେଠି, ଲକ୍ଷ୍ମୀ ନାରାୟଣ ସାହୁ, ଚନ୍ଦ୍ର ବିନ୍ଦୁ ସେଠି, ମିଲୁ ମହାନ୍ତ, ବିକାଶ ଗିରି, ଅଂଶୁମାନ ପଣ୍ଡା, ଜଗତ ଜୀବନ ସେଠି, ସ୍ନେହାଶିଷ ମହାନ୍ତି, ଅଞ୍ଜନ ବେହେରା, ଜନ୍ମେଜୟ ଦାସ ପ୍ରମୁଖ ସ୍ଥାନ ପାଇଛନ୍ତି […]

Read More Text.

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଚିତ୍ରାଙ୍କନ ପ୍ରତିଯୋଗିତା

-ବାରିପଦା : ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ‘ବାସ୍ତବ’ ପରିବାର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି I ନର୍ସରୀ ରୁ ୧୦ମ ଶ୍ରେଣୀର ୩ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଚାରୋଟି ବିଭାଗ ମାଧ୍ୟମରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା I ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଭିତରେ ଅନେକ ସଂଖ୍ୟାରେ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିବା ପରିଲକ୍ଷିତ ହୋଇଥିଲା I ବାସ୍ତବ ଅନୁଷ୍ଠାନ ସମାଜରେ ବିଭିନ୍ନ କ୍ଷେତ୍ରରେ ଯଥା ସ୍ବାସ୍ଥ୍ୟସେବା, ପରିବେଶ […]

Read More Text.

ଜାତିଆଣ ଆକ୍ଷେପ ଓ ଆକ୍ରମଣ ପରେ ଆତ୍ମଦାହ ଉଦ୍ୟମ କଲେ ଦଳିତ ଯୁବକ

ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦଳିତ ଯୁବକଙ୍କୁ ଉଚ୍ଚ ଜାତିର ଯୁବକ ଆକ୍ରମଣ କରିବା ଓ ଜାତିଗତ ଆକ୍ଷେପ କରିବା ପରେ ସେ ଆତ୍ମଦାହ ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ୩୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି ଯାଇଥିବା ରବିବାର ପୁଲିସ ସୂଚନା ଦେଇଛି। ଶନିବାର ଏହି ଘଟଣା ଘଟିଥିଲା। ମୁଜାଫର୍‌ନଗର ଜିଲ୍ଲାର ଖତୌଲି ତହସିଲ ଅନ୍ତର୍ଗତ ଗଙ୍ଗଧାଡ଼ି ଗାଁରେ ଅଭିଯୁକ୍ତ ଟିଙ୍କୁ ଓରଫ୍‌ ଗୌରବ (୨୮) ଦଳିତ ଯୁବକ […]

Read More Text.

ତାମିଲନାଡୁରେ ବାଣ ବିସ୍ଫୋରଣ: ୧୬ ମୃତ, ଅନେକ ଗୁରୁତର

ତାମିଲନାଡୁ : ତାମିଲନାଡୁ ବିରୁଧନଗର ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ରହିଛନ୍ତି । କାରଖାନା ଭିତରେ ଅନେକ କର୍ମଚାରୀ ଫସିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବିସ୍ଫୋରଣ ଯୋଗୁଁ ଲୋକମାନେ ଏତେତେଣେ ଦୌଡିଥିଲେ । ବିସ୍ଫୋରଣ ଯୋଗୁଁ ଭୟଙ୍କର ନିଆଁ ଦେଖାଦେଇଛି । ଏହାପୂର୍ବରୁ […]

Read More Text.

ଇଟାଲୀରେ ୨ ଭାରତୀୟଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଇଟାଲୀରେ ୨ ଜଣ ଭାରତୀୟଙ୍କୁ ହତ୍ୟା ।  ଇଟାଲୀର ବେରଗାମୋ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି ।  ଶୁକ୍ରବାର ବିଳମ୍ବିତ ରାତିରେ ବୈଶାଖୀ ପର୍ବ ପାଇଁ ଗୁରୁଦ୍ୱାରରେ ଏକତ୍ରିତ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି ।  ମୃତକ ଦୁଇଜଣ ହେଲେ ୪୮ ବର୍ଷୀୟ ରାଜିନ୍ଦର ସିଂ ଏବଂ ଗୁରମିତ ସିଂ। ରାତି ପ୍ରାୟ ୧୨ଟା ବେଳେ ‘ମାତା ସାହେବ କୌର ଜୀ’ ଗୁରୁଦ୍ୱାର ବାହାରେ ଏହି ଆକ୍ରମଣ […]

Read More Text.

ଖୋର୍ଦ୍ଧା ଓ ଦେବଗଡ଼ ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି । ଅସହ୍ୟ ଖରାକୁ ଦେଖି ଛୁଟି ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ । ସେହିପରି ଦେବଗଡ଼ରେ ମଧ୍ୟ ୨୦ ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ଛୁଟି ଘୋଷଣା । ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ । ଏଥିସହ ଦେବଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ […]

Read More Text.

ବ୍ରହ୍ମପୁର ଷ୍ଟେସନରୁ ସଂଖ୍ୟାଲଘୁ ସଂପ୍ରଦାୟର ୩୪ ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ

ଭୁବନେଶ୍ବର: ବ୍ରହ୍ମପୁର ଷ୍ଟେସନରୁ ୩୪ ଛାତ୍ର ଉଦ୍ଧାର। ହାୱଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସରୁ ୩୪ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ । ୩୪ ଜଣ ଛାତ୍ର ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ହୋଇଥିବା ସୂଚନା।  ଛାତ୍ର ମାନେ ପଶ୍ଚିମବଙ୍ଗରୁ ହାଇଦ୍ରାବାଦ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି ଜିଆରପି । ହାଇଦ୍ରାବାଦକୁ ସେମାନେ ପାଠ ପଢ଼ିବାକୁ ଯାଉଥିବା କହିଛନ୍ତି । ଉଦ୍ଧାର ଛାତ୍ରଙ୍କୁ ପରେ ଜିଆରପିକୁ ହସ୍ତାନ୍ତର କରାଯାଇଛି । ତେବେ କଣ ପାଇଁ ସେମାନେ […]

Read More Text.

ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା

ବାରିପଦା : ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗରମକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଆସନ୍ତା ୪ ଦିନ ପାଇଁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଶିଶୁ ବାଟିକା ଠାରୁ ଆରମ୍ଭ […]

Read More Text.
Judgement 1

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସୁବର୍ଣ୍ଣରେଖା କେନାଲ ଡିଭିଜନର ପୂର୍ବତନ କିରାଣୀ ଦଣ୍ଡିତ 

ବାରିପଦା : ଆଜି ଶନିବାର  ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ସଂକ୍ରାନ୍ତ  ଏକ ମାମଲାର  ବିଚାରକରି ମାନ୍ୟବର ଭିଜିଲାନ୍ସ କୋର୍ଟ ର ବିଚାରପତି   ପୁର୍ଣିମା ଜେନା  ଅଭିଯୁକ୍ତ ପୂର୍ବତନ ତଥା ଅବସରପ୍ରାପ୍ତ ମୟୁରଭଜ ସୁବନ୍ନରେଖା କେନାଲ ଡିଭିଜନର କିରାଣୀ ଗୌରହରି ପାତ୍ର କୁ ଦୁର୍ନୀତି ନିବାରଣ ଆଇନ ର ବିଭିନ୍ନ ଦଫାରେ ମୋଟ 11 ବର୍ଷ  ସଶ୍ରମ କାରାଦଣ୍ଡ ସମେତ 35 ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ 11 ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ […]

Read More Text.

ହର୍ମୁଜ ପାର୍ ଉଦ୍ୟମ ବେଳେ ଭାରତୀୟ ଜାହାଜ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ : ହୋଇପାରୁନି ବୁଝାମଣା। ହର୍ମୁଜ ପ୍ରଣାଳୀରେ ଗୁଳିର ଶଦ୍ଦ। ୨ଟି ଜାହାଜ ହର୍ମୁଜ ପାରି ଉଦ୍ୟମ ବେଳେ ଗୁଳି ଶଦ୍ଦ ଶୁଣିବାକୁ ମିଳିଛି। କିନ୍ତୁ କେଉଁ ଦେଶର ଜାହାଜ ହର୍ମୁଜ ପାର ହେଉଥିଲା, ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୁଣି ହର୍ମୁଜ ପ୍ରଣାଳୀ ଉପରେ ଇରାନ୍ କଟକଣା ଲଗାଇଛି। ଏହି ଜଳପଥ ଖୋଲିବା ନେଇ ଇରାନ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ଓହରି ଯାଇଛି । ଆମେରିକା ଯୁଦ୍ଧ ବିରାମ ସର୍ତ୍ତ ଉଲ୍ଲଂଘନ […]

Read More Text.