ଗଭୀର ଖାଇକୁ ଖସିଲା କାର୍, ୭ ମୃତ
ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ଚମ୍ବାରେ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । ବିଳମ୍ବିତ ରାତି ୨ଟାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଏକ ଗାଡ଼ି ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୩ ଜଣ ପୁରୁଷ ସାମିଲ ରହିଛନ୍ତି । ଖବର ମୁତାବକ, ଚମ୍ବା ମସରୁଡ-ହମଲ ମାର୍ଗରେ ଗାଡ଼ି ବିଳମ୍ବିତ ରାତିରେ ଅନିୟନ୍ତ୍ରିତ […]
Read More Text.