ବ୍ରହ୍ମଚାରୀ ସଂସ୍କୁତ ବିଦ୍ୟାଳୟ ଦିଗଦର୍ଶନ ସଭା
ଆଗରପଡ଼ା :ବନ୍ତ ବ୍ଲକ ଅଣିଜୋ ପଞ୍ଚାୟତରେ ଅବସ୍ଥିତ ବ୍ରହ୍ମଚାରୀ ସଂସ୍କୁତ ବିଦ୍ୟାଳୟର ଦିଗଦର୍ଶନ ସଭାଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନପଣ୍ଡିତ ଦେବେନ୍ଦ୍ର କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସର ଭୂକ୍ତ ଗୌରୀ ଛାତ୍ରାବାସରେ ଥିବା ଅନୁସୂଚିତ ବର୍ଗର ପିଲାମାନଙ୍କୁ ଭେଟି ଭଦ୍ରକ ଜିଲ୍ଲା ମଙ୍ଗଳ ଅଧିକାରୀ ସଲୁ କୁମାର ଟୁଡୁ ବ୍ୟକ୍ତିଗତ ଭାବେ ଉଦବୋଧନ ଦେଇଥିଲେ ଓ ଦଶମ ଶ୍ରେଣୀର ବିଦାୟ କଳିନ ପିଲାମାନଙ୍କର ଭଲମନ୍ଦ ବୁଝିବା ସଙ୍ଗେ ସଙ୍ଗେ ସେମାନଙ୍କର […]
Read More Text.