ଵିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା
ବାରିପଦା: ଓଡିଶାରେ ବିଭିନ୍ନ ସମୟରେ ଆକସ୍ମିକ ତଥା ଅପ୍ରତ୍ୟାଶିତ ଭାବେ ଘଟୁଥିବା ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କୁ ପରିଚାଳନା କରିବାରେ ଓଡିଶା ବିଶ୍ୱରେ ଉଦାହରଣ ସୃଷ୍ଟି କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରସାଶନ ସ୍ତରରେ ବିଭିନ୍ନ ବିଭାଗର ସମ୍ୱନ୍ୱିତ ସହଯୋଗ ତଥା ଓଡିଶା ବିପର୍ଯ୍ୟୟ ପରିଚାଳନା କତୃପକ୍ଷଙ୍କ ଅଧୀନରେ ଉତ୍ସର୍ଗୀକୃତ ସେବା ପ୍ରଦାନ କରୁଥିବା ଯୋଦ୍ଧା ମାନଙ୍କ ଆପ୍ରାଣ ଉଦ୍ୟମ ରେ ଅତୀତରେ ଅନେକ ଥର ବିପର୍ଯ୍ୟୟ ଜନିତ “ଶୂନ୍ୟ ମୃତ୍ୟୁ ” […]
Read More Text.