ସାର୍ବଜନୀନ ହେବ ରତ୍ନଭଣ୍ଡାର ଅଳଙ୍କାର

ପୁରୀ: ସାର୍ବଜନୀନ ହେବ ରତ୍ନଭଣ୍ଡାର ଅଳଙ୍କାର। ରତ୍ନ ଭଣ୍ଡାରରେ କେତେ ଅଳଙ୍କାର ଅଛି , ତାହା ସାର୍ବଜନୀନ  କରିବେ ସରକାର। ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଗଣତି ମଣତି ହେବା ପରେ ଅଳଙ୍କାର ନେଇ ତଥ୍ୟ ଦିଆଯିବ। ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଚାଲୁ ରହିଛି। ଶେଷ ହେବା ପରେ ଗଣତି ମଣତି କାର୍ଯ୍ୟ କରାଯିବ। ଶେଷ ଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଗଣତି […]

Read More Text.

ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଢେଙ୍କାନାଳ : ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତଦେହ ଉଦ୍ଧାର । ବେକରେ ଲଗାଇ ଏକା ସଙ୍ଗେ ଝୁଲିପଡିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଚାଞ୍ଚଲ୍ୟ । ତେବେ କେଉଁ କାରଣ ପାଇଁ ଏକା ସାଙ୍ଗରେ ତିନି ତିନି ଜଣ ମୃତ୍ୟୁବରଣ କଲେ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି […]

Read More Text.

ମାର୍ଚ୍ଚ ୧୯ରେ ମହାକାଶରୁ ଫେରିବେ ସୁନିତା

ଫ୍ଲୋରିଡା : ଦୀର୍ଘ ଆଠ ମାସ ଧରି ଆଇଏସ୍‌ଏସ୍‌ରେ ରହିବା ପରେ ନାସା ମହାକାଶଚାରୀ ସୁନିତା ୱିଲିୟମ୍‌ସ ମାର୍ଚ୍ଚ ୧୯ରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ସୁନିତା ଓ ସାଥୀ ମହାକାଶଚାରୀ ବୁଚ୍‌ ୱିଲମୋରଙ୍କୁ ଫେରାଇ ଆଣିବାକୁ ମାର୍ଚ୍ଚ ୧୨ରେ ‘ଡ୍ରାଗନ’ ମହାକାଶ ଯାନକୁ ପଠାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଆଇଏସ୍‌ଏସ୍‌ ସହ ଡକିଂ ପ୍ରକ୍ରିୟା ଶେଷ ହେବାପରେ ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟ ସମ୍ପାଦନ ପାଇଁ ଅତିକମରେ ଏକ ସପ୍ତାହ ସମୟ ଲାଗିବ। […]

Read More Text.

ବନ୍ଧମୁଣ୍ଡା ଗୁଳିକାଣ୍ଡ ଘଟଣାରେ ୫ ଅଟକ, ଘଟଣାସ୍ଥଳରୁ ଖୋକା ଜବତ

ରାଉରକେଲା : ବନ୍ଧମୁଣ୍ଡା ଗୁଳିକାଣ୍ଡ ଘଟଣାରେ ୫ ଜଣ ଅଟକ ହୋଇଛନ୍ତି । ଦୁଇ ଗୋଷ୍ଠୀ ବିବାଦ ମଧ୍ୟରେ ଗୁଳିମାଡ଼ ଘଟଣାରେ ପାଞ୍ଚ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ବନ୍ଧମୁଣ୍ଡା ଥାନା ପୋଲିସ । ଗତକାଲି ସନ୍ଧ୍ୟାରେ ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର ଡି ମାର୍କେଟରେ ଫୁଟିଥିଲା ଗୁଳି । ସୂଚନା ଅନୁସାରେ ଗତକାଲି ଡିଜେଲ କଲୋନୀର ଶ୍ୟାମଲ ସରକାର ପ୍ରଗତି ଫିଲଡ଼ରେ ବ୍ୟାୟାମ କରୁଥିବା ବେଳେ କିଛି ଯୁବକ ଆସି ସେଠାରେ ଝଗଡ଼ା ଲାଗିଥିଲେ ।  […]

Read More Text.

ଅନ୍ଧାରରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି

ଭୁବନେଶ୍ବର: ପିଲାଟିର ଶିକ୍ଷାର ଏନ୍ତୁଡିଶାଳ ଅଙ୍ଗନବାଡି । ହେଲେ ଆଜି ବି ବିଭିନ୍ନ ଜିଲ୍ଲାରେ ଅବହେଳିତ ଭାବରେ ଅଙ୍ଗନବାଡି ଶିକ୍ଷା ଗ୍ରହଣ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଆଜି ବି ରାଜ୍ୟରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି ଅନ୍ଧାରରେ ରହିଛି । ସେଠିକି ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, […]

Read More Text.

ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, କାମଧେନୁ ଯୋଜନାରେ ଚାଷୀମାନଙ୍କୁ ଗାଈ ପ୍ରଦାନ

ଭୁବନେଶ୍ୱର : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ଵର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୫ ଉଦ୍ଘାଟିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀମାନଙ୍କୁ ଗାଈ ପ୍ରଦାନ କରାଯାଇଥିଲା ।  ଏଥିସହିତ ଶିକ୍ଷିତ ଯୁବକ ଯୁବତୀଙ୍କ ମନରେ ମତ୍ସ୍ୟ ଓ ପ୍ରାଣୀ ପାଳନ ପ୍ରତି ଆଗ୍ରହ ସୃଷ୍ଟି କରାଇବା ସହ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଇଥିଲା । ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ […]

Read More Text.

‘ଭାରତ ସରକାରଙ୍କ ନୀତିରେ ପ୍ରତିଫଳିତ ବୁଦ୍ଧଙ୍କ ପ୍ରତି ଶ୍ରଦ୍ଧା’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଇଲ୍ୟାଣ୍ଡରେ ଆୟୋଜିତ ସମ୍ୱାଦ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଥାଇଲ୍ୟାଣ୍ଡରେ ସମ୍ୱାଦର ସଂସ୍କରଣରେ ଯୋଗଦେବା ତାଙ୍କ ପାଇଁ ସମ୍ମାନର ବିଷୟ। ଏହି କାର୍ଯ୍ୟକ୍ରମକୁ ସମ୍ଭବ କରିଥିବାରୁ ଭାରତ, ଜାପାନ ଏବଂ ଥାଇଲ୍ୟାଣ୍ଡର ବିଶିଷ୍ଟ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ସେ ପ୍ରଶଂସା କରିଥିଲେ। ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କର ଜାପାନୀ ବନ୍ଧୁ ଶ୍ରୀ ସିଞ୍ଜୋ […]

Read More Text.

କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଘର ବାହୁଡା

ଭୁବନେଶ୍ଵର: ୭ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ଆଉ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି କଂଗ୍ରେସର ନେତା ଓ କର୍ମୀମାନେ । ସମସ୍ତଙ୍କ ମନରେ ଏକ ପ୍ରକାର ନୂଆ ଜୋସ ଭରିଯାଇଛି କଂଗ୍ରେସକୁ ସଶକ୍ତ କରିବାକୁ । ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏବେ ପଲିଟିକାଲ କରିଡରରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସୁରେଶ କୁମାର ରାଉତରାୟ ଓରଫ ସୁର ଭାଇ । ଗତକାଲି ପିସିସି ସଭାପତି […]

Read More Text.

କଟକ ବେଲେଶ୍ବର ଡବଲ ମର୍ଡର ଘଟଣା : ଚାକର ଦମ୍ପତିକୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ

କଟକ : କକଟକ ବେଲେଶ୍ବର ବୃଦ୍ଧ ଦମ୍ପତିଙ୍କୁ ମର୍ଡର ମାମଲାରେ ହେଲା କ୍ରାଇମ ସିନ ରିକ୍ରିଏସନ। ଦୁଇ ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏଟ କରିଛି ପୋଲିସ । ହତ୍ଯାକାଣ୍ଡରେ ପ୍ରକୃତ ରହସ୍ୟ କଣ, କେବଳ ଚାକର ସ୍ବାମୀ-ସ୍ତ୍ରୀ ନା ଆଉ କେହି ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି । କଟକ ଡିସିପି ଜଗମୋହନ ମିନା ନିଜେ ସିନ ରିକ୍ରିଏସନ ଲିଡ଼ କରିଥିଲେ । ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଦମ୍ପତି ବାସନ୍ତୀ ଓ ସନ୍ତୋଷକୁ ପୋଲିସ ଗିରଫ […]

Read More Text.

୩୧ ମାର୍ଚ୍ଚ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି

ଭୁବନେଶ୍ବର: ପୁଣି ବଢିଲା ରାସନ କାର୍ଡରେ ଇ-କେଓ୍ବାଇସି ଅବଧି । ରାସନ କାର୍ଡରେ ଇ-କେଓ୍ବାଇସି କରିବାକୁ ଆଜି ଶେଷ ଦିନ ଥିବା ବେଳେ ଲୋକଙ୍କ ଆବଶ୍ୟକତା ଦେଖି, ସମୟ ସୀମାକୁ ଆସନ୍ତା ୩୧ମାର୍ଚ୍ଚ ଯାଏଁ ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ପୂର୍ବରୁ ଆଜି ଶେଷ ତାରିଖ ଥିବା ବେଳେ ଆଉ ଇ-କେଓ୍ବାଇସି ଭରିବା ନେଇ ସମୟ ଅବଧି ବଢିବନି ସୂଚାଇ ଦିଆଯାଇଥିଲା । ଯାହାକୁ ନେଇ […]

Read More Text.