ଶିକ୍ଷକଙ୍କ ଅବସର ପରେ ବିଦ୍ୟାଳୟ ବନ୍ଦ, ଅନ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ
ଶିକ୍ଷା ବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି ଆଗରପଡ଼ା :ଶିକ୍ଷାନୁଷ୍ଠାନ ଗ୍ରାମର ଗର୍ବ ଓ ଗୌରବର ପ୍ରତୀକ ସାଜିଥିଲା । ହେଲେ ସରକାରଙ୍କର ଶିକ୍ଷାପଦ୍ଧତି ଯୋଗୁଁ ଶିକ୍ଷକଙ୍କ ଅବସର ପରେ ପୁରାତନ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଏହିପରି ଏକ ଅଭାବନୀୟ ଦୃଶ୍ୟ ଦେଖାଯାଇଛି ବନ୍ତ ବ୍ଲକ ଅନ୍ତର୍ଗତ ବନ୍ତ ପଂଚାୟତର ରାଧାକୃଷ୍ଣ ଜୀୟୁ ଉପ୍ରା ବିଦ୍ୟାଳୟରେ । ଉକ୍ତ ଅଂଚଳର ଶିକ୍ଷାର ଉନ୍ନତି ପାଇଁ […]
Read More Text.