ଓଡ଼ିଶା ମାଟ୍ରିକ୍ ପରୀକ୍ଷା: କେଉଁ କାରଣରୁ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଦେଲା କହିଲେ ମାଧ୍ୟମିକ ଶିକ୍ଷା ବୋର୍ଡ
କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ଓଡ଼ିଶା ଗୁରୁବାର ନିଶ୍ଚିତ କରିଛି ଯେ, ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାର ବିଜ୍ଞାନ ପ୍ରଶ୍ନପତ୍ରରେ କମ୍ପ୍ୟୁଟର ଭାଇରସ୍ କାରଣରୁ ଭୁଲ୍ ହୋଇଥିଲା, ଯାହା ଫଳରେ ଚାରି ମାର୍କକୁ ନେଇ ସମସ୍ୟା ଦେଖାଦେଇଥିଲା।କମ୍ପ୍ୟୁଟର ଭାଇରସ ଯୋଗୁ ଏହି ଭୁଲ ଘଟିଥିବା ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ପରୀକ୍ଷାଗୁଡ଼ିକ ସଫଳତାର ସହ ସମାପ୍ତ ହୋଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ପରୀକ୍ଷା ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା […]
Read More Text.