0

ମା ବୈଷ୍ଣୋ ଦେବୀ ମନ୍ଦିର ଉପରେ ବଡ଼ ଆତଙ୍କୀ ଆକ୍ରମଣର ସତର୍କତା

ନୂଆଦିଲ୍ଲୀ : ଦିଲ୍ଲୀ ପରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ସତର୍କତା ଜାରି ହୋଇଛି। ଚାନ୍ଦନୀ ଚୌକ ଏବଂ ଲାଲକିଲ୍ଲା ବ୍ୟତୀତ ମା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଆତଙ୍କବାଦୀ ଆକ୍ରମଣର ସତର୍କତା ଜାରି କରାଯାଇଛି। ଗୁଇନ୍ଦା ସୂଚନା ପାଇବା ପରେ, ଗୁଇନ୍ଦା ସଂସ୍ଥାଗୁଡ଼ିକ ମଧ୍ୟ ଆକ୍ସନ ମୋଡରେ ଅଛନ୍ତି। କଟରା ସହର ଏବଂ ବୈଷ୍ଣୋ ଦେବୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। କଟରାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରତ୍ୟେକ କୋଣ ଅନୁକୋଣରେ ସେନା, ପୁଲିସ୍‌ ଏବଂ ସିଆରପିଏଫ ଯବାନ […]

Read More Text.
66889900

ଛାତ୍ରୀ ଗଣଦୁଷ୍କର୍ମ: ରେଡ୍‌ ଫ୍ଲାଗ୍ କଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଘଟିଥିବା ୭ମ ଶ୍ରେଣୀ ଛାତ୍ରୀ ବଳାତ୍କାର ଘଟଣାକୁ ଗୁରୁତର ସହ ନେଇ ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ କରିଛି କ୍ରାଇମବ୍ରାଞ୍ଚ। ଜଣେ ସିନିୟର ଅଫିସରଙ୍କ ତତ୍ତ୍ଵାବଧାନରେ ତଦନ୍ତର ଅନୁଧ୍ୟାନ ହେବ। ଏବଂ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର ପିପି ନିୟୋଜିତ କରାଯିବ। ସେପଟେ ରାଜକନିକା ଥାନା ପୁଲିସ୍ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଓଳାଭର ସ୍ଥିତ ଅକ୍ସଫୋର୍ଡ […]

Read More Text.
IMAGE

ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନ କଳି

କଟକ : ତେଜିଲା ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନ କଳି। ଜେନେରାଲ ବଡି ବୈଠକକୁ ବୟକଟ କରିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ବୈଠକକୁ ବୟକଟ କରି ଗଣମାଧ୍ୟମ ଆଗରେ ବର୍ଷିଲେ ଲଳିତେନ୍ଦୁ । ନିୟମକୁ ଉଲଘଂନ କରି ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି।ଲୋଧା କମିଟି ରିପୋର୍ଟ ଅନୁସାରେ ୧୬ଟି ସଂଘର ନିର୍ବାଚନ କରିସାରିଲେଣି। ଓସିଏ ନିର୍ବାଚନ ନ କରି ଘୁଞ୍ଚାଉଥିବା ନେଇ ଅଭିଯୋଗ କରିଛନ୍ତି ଲଳିତେନ୍ଦୁ । ମୁଁ ଏହାକୁ ବିରୋଧ କରି ବୟକଟ କରୁଛି। ବିସିସିଆଇ […]

Read More Text.
Ab007db9 03ea 4ebc bcae 37f523240873 2026 02 22 17 47

ନମୋ ଭାରତ ଓ ମିରଟ ମେଟ୍ରୋର ଶୁଭାରମ୍ଭ କଲେ ମୋଦୀ

ମିରଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୨:୩୦ରେ ଶତାବ୍ଦୀ ନଗର ଷ୍ଟେସନରୁ ବହୁ ପ୍ରତୀକ୍ଷିତ ନମୋ ଭାରତ ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ଏବଂ ମିରଟ ମେଟ୍ରୋକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହି ସେବାକୁ ଉଦଘାଟନ କରିବା ସହ ନମୋ ଭାରତ ଟ୍ରେନରେ ବସି ମିରଟ ଦକ୍ଷିଣ ଷ୍ଟେସନ ପର୍ଯ୍ୟନ୍ତ ସେ ଯାତ୍ରା କରିଛନ୍ତି। ଏହି ସମୟରେ ସ୍କୁଲ ପିଲା ଓ ଅଧିକାରୀଙ୍କ ସହିତ […]

Read More Text.
0000000

ଜାତୀୟସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ଦିନ

ବାରିପଦା (୨୧/୦୨) :  ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ଦିନର ୧ମ ମ୍ୟାଚରେ ପ୍ଲେ ବେକ ଚାଲେଞ୍ଜର ୮୧ ରନରେ ବଜରଙ୍ଗୀ ଦି ସାଭିୟାରକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ପ୍ଲେ ବେକ ୧୨ ଓଭରରେ ୮ ଉଇକେଟ ହରାଇ ୧୬୦ ରନ କରିଥିବା ବେଳେ ବଜରଙ୍ଗୀ ଦଳ ୧୦. ୩ […]

Read More Text.
00000

ତୁଳସୀଚଉରା ଉ.ପ୍ରା. ବିଦ୍ୟାଳୟର ବାର୍ଷିକଉତ୍ସବ ପାଳିତ 

ବାରିପଦା (୨୧/୦୨) :  ବାରିପଦା ମୁନିସିପାଲିଟିର ପି ସି ପୁର କ୍ଲଷ୍ଟର ଅନ୍ତର୍ଗତ ତୁଳସୀଚଉରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷୟତ୍ରୀ ସିପ୍ରା ନାମତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ, ସି ଆର ସି ସି ଧନଞ୍ଜୟ ସାହୁ ଓ ପରିଚାଳନା କମିଟିର ସଭାପତି ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ରହି […]

Read More Text.
0000

ଜିଲ୍ଲା ଜଳ ଓ ପରିମଳ ମିଶନ ଏବଂ ସମନ୍ୱୟ ସମିତି ବୈଠକ : ଚାହିଦା ମୁତାବକ ଜଳ ଯୋଗାଣକୁ ଗୁରୁତ୍ୱ 

ବାରିପଦା (୨୧.୦୨) :  ଜିଲ୍ଲା ଜଳ ଓ ପରିମଳ ମିଶନ ଏବଂ ସମନ୍ୱୟ ସମିତି ବୈଠକ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ମୟୁରଭଞ୍ଜ ଜିଲ୍ଲାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ବାରିପଦା ଓ ରାଇରଙ୍ଗପୁର ଅଧୀନରେ ଚାଲୁଥିବା ବିଭିନ୍ନ ପାନୀୟଜଳ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସୟ୍ ଆଲୋଚନା କରିଛନ୍ତି । ଜିଲ୍ଲାର ବିଭିନ୍ନ ମେଗା, ସିଙ୍ଗଲ୍ ଓ ମଲ୍ଟି ଭିଲେଜ୍ ପାଇପ୍ ଜଳ […]

Read More Text.
000

ତମାଖୁ ମୁକ୍ତ ଗ୍ରାମ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ବାରିପଦା (୨୧/୦୨) :  ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ଅଣସଂକ୍ରମକ ଅଧିକାରୀ ଡ଼ ଜ୍ଞାନେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି ବ୍ଲକ ର ବିଡ଼ିଓ ପରମାନନ୍ଦ ଖଣ୍ଡେଇ ତମାଖୁର କୁପ୍ରଭାବ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ପଡୁଥିବା […]

Read More Text.
IMG 20260221 WA0210

 ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପାଳିତ ହେବ ଜାତୀୟ ସଂହତି ଶିବିର -୨୦୨୬

ବାରିପଦା  :  ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ  ବାରିପଦା, ଓଡ଼ିଶାର ମୟୂରଭଞ୍ଜର ଜାତୀୟ ସେବା ଯୋଜନା (NSS)  ଜୁଲାଇ 2000 ରୁ କାର୍ଯ୍ୟ କରିଆସୁଅଛି। ପୂର୍ବ ଭାରତର ଏକ ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ, ଏହା ସାମଗ୍ରିକ ବିକାଶ ପାଇଁ ଲକ୍ଷ୍ୟ ରଖି ବିଭିନ୍ନ ସାମାଜିକ ସେବା କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମରେ ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରର ଯୁବକମାନଙ୍କୁ ସୁଯୋଗ ପ୍ରଦାନ କରେ । ଏହି 25 ବର୍ଷର ଯାତ୍ରା ମଧ୍ୟରେ, NSS […]

Read More Text.
Mega jobs fair east

ଚଳିତ ମାସ ୨୬ ତାରିଖ ରାଇରଙ୍ଗପୁରଠାରେ ଅନୁଷ୍ଠିତ ହେବ ଜିଲ୍ଲାସ୍ତରୀୟ  ନିଯୁକ୍ତି ମେଳା

ବାରିପଦା(୨୧/୨) :  ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜଙ୍କ ସହଯୋଗରେ ଆସନ୍ତା ତା. ୨୬.୦୨.୨୦୨୬ ରିଖ ଗୁରୁବାର ଦିନ ରାଇରଙ୍ଗପୁର ବ୍ଲକ ନିକଟସ୍ଥ ରାଇରଙ୍ଗପୁର କଲେଜ ପଡିଆ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ କରାଯାଉଅଛି । ଉକ୍ତ ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୫୦ଟି ନିଯୁକ୍ତିଦାତା / ଅନୁଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳର […]

Read More Text.