ଦ୍ରୁତ ଗତିରେ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ ହ୍ରାସ ପାଇଛି ବରଫର ଘନତା
କାଠମାଣ୍ଡୁ: ନେପାଳରେ ସାମ୍ପ୍ରତିକ ଭୟଙ୍କର ଆକସ୍ମିକ ବନ୍ୟା ଘଟିବାର ପ୍ରାୟ ୫ ମାସ ପୂର୍ବରୁ ହିମାଳୟ ଅଞ୍ଚଳର ହିମଶୈଳ ଦ୍ରୁତ ଗତିରେ ତରଳୁଥିବା ଏବଂ ଏହା ଭବିଷ୍ୟତରେ ଭୟଙ୍କର ବିପଦର କାରଣ ହୋଇପାରେ ବୋଲି ଦୁଇଟି ରିପୋର୍ଟରେ ସତର୍କ କରାଯାଇଥିଲା। ଚଳିତବର୍ଷ ମାର୍ଚ୍ଚରେ ଆନ୍ତର୍ଜାତିକ ସମନ୍ୱିତ ପର୍ବତ ବିକାଶ କେନ୍ଦ୍ର (ଆଇସିଏମ୍ଓଡି) ପ୍ରକାଶ କରିଥିବା ଦୁଇଟି ରିପୋର୍ଟରେ ହିନ୍ଦୁକୁଶ-ହିମାଳୟ ଅଞ୍ଚଳର ହିମବାହରେ ୧୯୭୫ ପରଠାରୁ ସର୍ବାଧିକ ୨୭ ମିଟର ପର୍ଯ୍ୟନ୍ତ ବରଫର ଘନତା ହ୍ରାସ ପାଇଥିବା କୁହାଯାଇଥିଲା। କାଠମାଣ୍ଡୁସ୍ଥିତ […]
Read More Text.