ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ବଡ଼ଦାଣ୍ଡରେ ‘ପଥପ୍ରାନ୍ତ ନାଟକ’ ମାଧ୍ୟମରେ ସାକ୍ଷରତାର ବାର୍ତ୍ତା
’ଭୁଲ୍ କାହାର’ ଓ ‘ଆଈ ବୁଢ଼ୀର କାହାଣୀ’ ନାଟକରେ ଶିକ୍ଷା ଓ ଜୀବନବ୍ୟାପୀ ସାକ୍ଷରତାର ଗୁରୁତ୍ୱ ପ୍ରତିପାଦିତ ବାରିପଦା: ଆନ୍ତର୍ଜାତୀୟ ସାକ୍ଷରତା ଦିବସ–୨୦୨୬ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବାରିପଦା ବଡ଼ଦାଣ୍ଡରେ ସାକ୍ଷରତା ଓ ଶିକ୍ଷାର ଗୁରୁତ୍ୱ ନେଇ ଏକ ସଚେତନତାମୂଳକ ‘ପଥପ୍ରାନ୍ତ ନାଟକ’ ଆୟୋଜିତ ହୋଇଛି । ଏହି ଅବସରରେ ପିଏମ୍ଶ୍ରୀ ଏମ୍.କେ.ସି. ଉଚ୍ଚ ବିଦ୍ୟାଳୟ ଓ ଲେଡି ହାମିଲଟନ୍ ଉଚ୍ଚ ବିଦ୍ୟାଳୟ, ବାରିପଦାର ଛାତ୍ରଛାତ୍ରୀମାନେ ଯଥାକ୍ରମେ ‘ଭୁଲ୍ କାହାର’ ଓ […]
Read More Text.