ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ
ବରଗଡ଼: ବରଗଡ଼ ଜିଲ୍ଲାରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ପତ୍ନୀକୁ ପିଟି ପିଟି ମାରି ଦେଲା ସ୍ବାମୀ । ବରଗଡ଼ରେ ବଡ଼ ଅଘଟଣ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ। ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡ଼ତିଆ ଟିକ୍ରା ଗାଁରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ମୃତ ସ୍ତ୍ରୀ ହେଲେ ଭାଗ୍ୟବତୀ ଖଡ଼ିଆ ଏବଂ ଅଭିଯୁକ୍ତ ସ୍ୱାମୀ ରାଜକୁମାର ଖଡ଼ିଆ । ଘଟଣାସ୍ଥଳକୁ ପହଞ୍ଚି ଅତାବିରା ଥାନା ପୋଲିସ ଅଧିକ […]
Read More Text.