୩୫ବର୍ଷ ପରେବି ସରକାରୀ ସହାୟତାରୁ ବଂଚିତ ବାସହରା ଦମ୍ପତି
ଆଗରପଡ଼ା :ସରକାର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମିପଟ୍ଟା ସହ ଆବାସ ଯୋଜନାରେ ଘର ଯୋଗାଇ ଦେଇଛନ୍ତି । ଦୁଃଖ ଓ ପରିତାପର ବିଷୟ ଦୀର୍ଘ ୩୫ ବର୍ଷ ହେବ ଏକ ଦମ୍ପତି ଅନ୍ୟ ଲୋକଙ୍କ ଘର ବାରଣ୍ଡାରେ ଆଶ୍ରୟ ନେଇଥିଲେ ହେଁ ତାଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ିପାରୁନାହିଁ । ଏହିଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ପଂଚାୟତ ସିଲନ୍ଦୀ ଗ୍ରାମରେ ଦେଖିବାକୁ ମିଳିଛି । ବୃଦ୍ଧ କୁଞ୍ଜବିହାରୀ ସାହୁ (୭୩ […]
Read More Text.