Arun biswal

ସହକର୍ମୀ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଓ ଅତ୍ୟାଚାର ମାମଲାରେ OAS ଅଫିସର ଅରୁଣ ବିଶ୍ବାଳ ଗିରଫ

ଭୁବନେଶ୍ୱର : OAS Officer Arrested ଗିରଫ ହେଲେ OAS ଅଫିସର ଅରୁଣ ବିଶ୍ବାଳ। ସହକର୍ମୀ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଓ ଅତ୍ୟାଚାର ମାମଲାରେ ଗିରଫ। ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ବାଳ ଗିରଫ କରିଛି ଭୁବନେଶ୍ବର ଖାରବେଳ ନଗର ଥାନା ପୋଲିସ।ଗତ କାଲି ପୀଡ଼ିତାଙ୍କ ଘରେ ପଶିଥିବା ବେଳେ ତାଙ୍କୁ ଉଠାଇ ଆଣିଥିଲା ପିସିଆର। ଆଜି ଥାନରେ ଲିଖିତ ଅଭିଯୋଗ ପରେ ଅରୁଣ ବିଶ୍ବାଳଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ତାଙ୍କ ନାଁରେ ଅଭିଯୋଗକାରିଣୀଙ୍କ […]

Read More Text.
Screenshot 2026 09 18

କଟକ ଦୁର୍ଗାପୂଜା ପାଇଁ ଆଜିଠୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା

କଟକ: ଚାଲିଛି ପାର୍ବଣ ଋତୁ। ସରିଲାଣି ଗଣେଶ ପୂଜା, ବିଶ୍ୱକର୍ମା ପୂଜା। ଆଗକୁ ଆସୁଛି ଦୁର୍ଗାପୂଜା। ଏଥିଲାଗି ଆଜିଠାରୁ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା। କଟକ ବାରବାଟୀ ପ୍ୟାଲେସରେ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଆବେଦନ। ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ନିମନ୍ତେ ବାରବାଟୀ ପ୍ୟାଲେସଠାରେ ଆଜି ଠାରୁ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ପ୍ରଥମ ୪ଦିନରେ ସମସ୍ତ ପୂଜା କମିଟି ଏନ୍‌ଓସି ଓ ଆବଶ୍ୟକ ଅନୁମତିପତ୍ର ପାଇଁ […]

Read More Text.
Screenshot 2026 09 18

ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ୍ ଟାଇଫସ୍‌ ସଂକ୍ରମଣ, ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍

ସୁନ୍ଦରଗଡ: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜଣେ ପରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ରହିଛି । ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ପରେ ରୋଗ ନିୟନ୍ତ୍ରଣ ସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ସ୍ୱାସ୍ଥ୍ୟ ବିଭାଗ ପାଇଁ ବଡ଼ ଆହ୍ବାନ ପାଲଟିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି ରୋଗରେ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନାହିଁ । ଜିଲ୍ଲାରେ […]

Read More Text.
Board of revenue cuttack 2026 09 18 19 22

ଜାରିହେବ ଏସ୍‌ଓପି: ନିଜ ଜିଲ୍ଲାରେ ଅଡିଟ୍ କାର୍ଯ୍ୟ କରିପାରିବେ ନାହିଁ ଅଡିଟର୍

ଭୁବନେଶ୍ୱର/କଟକ: ଜିଲ୍ଲାର ବିଭିନ୍ନ ବିଭାଗର ଅଡିଟ୍‌ କାର୍ଯ୍ୟକୁ ଆହୁରି ସଶକ୍ତ ଓ ସ୍ବଚ୍ଛ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଅଡିଟ୍‌ ନେଇ ନୂତନ ମାନକ ସଂଚାଳନ ପ୍ରକ୍ରିୟା (ଏସ୍‌ଓପି) ପ୍ରସ୍ତୁତ କରାଯିବା ସହ ଅଡିଟରମାନେ ଏଣିକି ନିଜ ଜିଲ୍ଲାରେ ଅଡିଟ୍‌ କରିବା ଉପରେ କଟକଣା ରହିବ। ଆଜି (ଶୁକ୍ରବାର) ରାଜସ୍ବ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ଅଧକ୍ଷତାରେ ଅଡିଟ୍ ସମ୍ବନ୍ଧୀୟ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଏହି ସମୀକ୍ଷା ବୈଠକରେ […]

Read More Text.
Highcourt 750x430 1

ରାଜ୍ୟସଭା କ୍ରସ୍‌ ଭୋଟିଂ ମାମଲା: ସେପ୍ଟେମ୍ବର ୨୯କୁ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳର କିଛି ବିଧାୟକଙ୍କ ଦ୍ୱାରା ହୋଇଥିବା ଚର୍ଚ୍ଚିତ କ୍ରସ୍‌ ଭୋଟିଂ ଏବଂ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଓଡ଼ିଶା ରାଜନୀତିରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍‌ ଅମାନ୍ୟ କରି କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଆଜି ବିଚାରପତି ଜଷ୍ଟିସ ଆର୍‌.କେ. ପଟ୍ଟନାୟକଙ୍କ କୋର୍ଟରେ ଏହି […]

Read More Text.
Naveen1

UPIକୁ ନେଇ ନବୀନଙ୍କ ବୟାନ, ଛୋଟ ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର

ଭୁବନେଶ୍ୱର : UPIକୁ ନେଇ ନବୀନଙ୍କ ବୟାନ । UPI ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି, ସାଧାରଣ ଲୋକ ଓ ଛୋଟ ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର । ଆଜି ଭୁବନେଶ୍ୱର ଫେରିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ UPI ସମ୍ପର୍କରେ ସାମ୍ବାଦିକମାନେ ତାଙ୍କ ପ୍ରତିକ୍ରିୟା ପଚାରିଥିଲେ।   ଏହାର ଉତ୍ତରରେ ନବୀନ କହିଥିଲେ, “ସାଧାରଣ ଲୋକ ଓ ଛୋଟ […]

Read More Text.
Screenshot 2026 09 18 110123 e1789709889116 640x430

ଓଡ଼ିଆ ପୁଅ ଡ.ପ୍ରସନ୍ନ କୁମାର ଆଚାର୍ଯ୍ୟ ହେଲେ ଏନ୍‌ଏଲ୍‌ସି ଇଣ୍ଡିଆର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶାର ବାସିନ୍ଦା ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ୧୭ ସେପ୍ଟେମ୍ବର ୨୦୨୬ରେ ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ୍ କାର୍ଯ୍ୟାଳୟରେ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ନୂତନ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ, ଡ. ଆଚାର୍ଯ୍ୟ NLCILର ଅର୍ଥ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ।   ପ୍ରାୟ ତିନି ଦଶନ୍ଧିର ସମୃଦ୍ଧ ପେଶାଗତ ଅଭିଜ୍ଞତା ଥିବା ଡ.ଆଚାର୍ଯ୍ୟ ବିଦ୍ୟୁତ, ଖଣି ଓ ଭିତ୍ତିଭୂମି କ୍ଷେତ୍ରର ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାରେ ଦାୟିତ୍ୱପୂର୍ଣ୍ଣ ପଦବୀରେ […]

Read More Text.
Container catches fire on the road at baripada

ଜାତୀୟ ରାଜପଥ ଉପରେ ଜଳିଗଲା କଣ୍ଟେନର, ଅଳ୍ପକେ ବର୍ତିଲେ  ଚାଳକ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାରିପଦା – ଝାରପୋଖରିଆ ଦେଇ ଯାଇଥିବା 18 ନମ୍ବର ଜାତୀୟ ରାଜପଥ ର କୁଳିଅଣା ଥାନା ଅନ୍ତର୍ଗତ ଶୁକୁଆପଡା ଟୋଲଗେଟ ନିକଟରେ ଆଜି ଦିନ ଦୁଇପ୍ରହରରେ ଏଜ କଣ୍ଟେନର ହୁ ହୁ ହୋଇ ଜଳିଗଲା l ଏ ଦୃଶ୍ୟ ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା l କିଛି ସମୟପାଇଁ ରାଜପଥ ରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା l ଖବର ନେବାରୁ ଜଣା ପଡିଅଛି […]

Read More Text.
IMG 20260917 WA0001

ବହୁ ପ୍ରତିକ୍ଷିତ ପୂର୍ବତନ ସୈନିକ ଙ୍କ ପାଇଁ ବିକାଶନଗରରେ ବିକ୍ରୟ ସେଲ ସେଣ୍ଟର ଚାଲୁ ହେଲା 

ବାରିପଦା: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରଚେଷ୍ଟାରେ ପୂର୍ବତନ ସୈନିକ ମାନଙ୍କ ପାଇଁ ୟୁନିଟ ରନ୍ କେଣ୍ଟିନ ( ୟୂଆରସି କୋଡ଼ ୫୫୪୩) ରାଇରଙ୍ଗପୁର ସନ୍ନିକଟ ବିକାଶନଗରର ସର୍ବଜନ ଧାରା ପରିସରରେ ଅସ୍ଥାୟୀ ଭାବେ  ବିକ୍ରୟ ବିପଣନୀ ଖୋଲାଯାଇଛି ।ଏଥିରେ କାର୍ଡ ହୋଲଡରଧାରୀ ପ୍ରାକ୍ତନ ସୈନିକ ଓ କାର୍ଯ୍ୟରତ ସୈନିକ ମାନେ କାର୍ଡ ଦେଖାଇ ଗୃହର  ସମହ୍ତ ଆବଶ୍ଯକୀୟ  ଉପକରଣ କ୍ରୟ କରିପାରିବେ l ପ୍ରଥମ ଦିନରେ  ଦିନ ୯ ଠାରୁ ବିକ୍ରୟ ୧ […]

Read More Text.
IMG 20260917 WA0003

ହାଟଵାଦଡାରେ ୩୨ ଟି ଗୋରୁ ଉଦ୍ଧାର କଲା ପୋଲିସ 

ବାରିପଦା : ମୟୂରଭଂଜ ଜିଲ୍ଲାର ହାଟବାଦଡାରେ ସାପ୍ତାହିକ ହାଟରେ  ପନିପରିବା, ଛେଳି, କୁକୁଡ଼ା, ମାଛ ସମେତ   ଗୋରୁ  କ୍ରୟ ବିକ୍ରୟ ହୋଇଥାଏ । ଵିଞ୍ଝୁଆର କିଛି ବ୍ୟକ୍ତି ସାପ୍ତାହିକ ହାଟରୁ ୩୨ ଟି ଗୋରୁ ତଥା  ଗୋରୁ ପିଛା ୩୦୦ ଟଙ୍କା ମାସୁଲ ଦେଇ  ରସିଦ ସହ ଵିଞ୍ଝୁଆ ଗ୍ରାମକୁ ଚଲାଇ ଚଲାଇ ନେଉଥିବାବେଳେ   ରାସ୍ତାରେ କିଛି ଯୁବକ ଗୋରୁ ଚାଲାଣ ନେଇ ଅଟକାଇ ଥାନାକୁ ଖଵର‌  ଦେଇଥିଲେ ‌।ରାଇରଙ୍ଗପୁର ଟାଉନଥାନା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି […]

Read More Text.