୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ, ତ୍ରୁଟି ପାଇଁ ୫୮ଲକ୍ଷ ୩୬ହଜାର ୪୩୦ଜଣଙ୍କ ନାମରେ ନୋଟିସ୍
ଭୁବନେଶ୍ବର : ରାଜ୍ୟରେ ଭୋଟର୍ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍ ପ୍ରଦାନ କରାଯାଇସାରିଛି। ଅନ୍ୟପଟେ, ଆଜି ସୁଦ୍ଧା ନୋଟିସ୍ ପାଇଥିବା ଭୋଟର୍ଙ୍କ ମଧ୍ୟରୁ ୩୦ଲକ୍ଷ ୧୧ ହଜାର ୫୮୭ ଜଣଙ୍କର ଶୁଣାଣି କାର୍ଯ୍ୟ ଶେଷ ହୋଇଛି। ଏବେ ସୁଦ୍ଧା ନୋଟିସ୍ ପ୍ରଦାନ କରାଯାଇଥିବା ଭୋଟର୍ମାନଙ୍କ ଆବଶ୍ୟକ ତଥ୍ୟ […]
Read More Text.