ଏବେ ଗୋଟେ କ୍ଲିକରେ ବୁକ୍ କରିପାରିବେ ଟ୍ରେନ ଟିକେଟ୍
ଭୁବନେଶ୍ୱର : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଡିଜିଟାଲ ଟିକେଟିଂରେ ଅପୂର୍ବ ବୃଦ୍ଧି ଦେଖିଛି । ଇ-ଟିକେଟିଂ, ଅଟୋମାଟିକ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ) ଓ ମୋବାଇଲ୍ ଆଧାରିତ ୟୁଟିଏସ (ଅଣସଂରକ୍ଷିତ) ଟିକେଟିଂ ରେ ଯାତ୍ରୀ ମାନଙ୍କ ଆସ୍ଥା ଓ ସୁବିଧା ଅଦ୍ଭୁତ ଭାବରେ ବଢ଼ିଛି । ଏହା ରେଳମଣ୍ଡଳରେ ଯାତ୍ରୀ ସେବାକୁ ଶୀଘ୍ର, ଧାଡି-ମୁକ୍ତ ଓ ପ୍ରଯୁକ୍ତିମୁଖୀ କରିଛି । ଏହି ସଂଖ୍ୟାଗୁଡ଼ିକ ଯାତ୍ରୀମାନଙ୍କ ମଧ୍ୟରେ ଡିଜିଟାଲ୍ […]
Read More Text.