ରାଉରକେଲା ଷ୍ଟେସନରୁ ୨ ମାଓବାଦୀ ଗିରଫ
ରାଉରକେଲା: ରାଉରକେଲା ରେଳ ଷ୍ଟେସନରୁ ଗୁରୁବାର ୨ ମାଓବାଦୀଙ୍କୁ ଗିରଫ କରିଛି ଆରପିଏଫ। ସେମାନେ ହେଲେ ଝାଡ଼ଖଣ୍ଡର ପାଲାମୁ ଜିଳା ଲେସଲିଗଞ୍ଜ ଥାନା ଅନ୍ତର୍ଗତ ଦେଓରା ଗ୍ରାମର ଅବଧେଶ କୁମାର(୨୬) ଏବଂ ଲାଟେହର ଜିଲା ମାନିକା ଥାନା ମାନିକା ଗ୍ରାମର ଉପେନ୍ଦ୍ର ଯାଦବ(୨୪)। ସେମାନେ ଝାଡ଼ଖଣ୍ଡରୁ ଟ୍ରେନ ଯୋଗେ ଓଡ଼ିଶା ପଳାଇ ଆସିଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ଆରପିଏଫ ଉଭୟଙ୍କୁ ରାଉରକେଲା ଷ୍ଟେସନରୁ ଧରିଥିଲା। ସେମାନେ ମାଓବାଦୀ ସଂଗଠନ ସହ ଜଡ଼ିତ ଥିବାବେଳେ ଅନେକ ଗୁରୁତର […]
Read More Text.