ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ରାଇରଙ୍ଗପୁର ତୋଫାନୀ ଗସ୍ତ
ବାରିପଦା (୧୨/୦୬) : ଆସନ୍ତା ଜୁନ ୧୯ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଜୁନ ୨୦ ତାରିଖ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି ।ଏହାର ସଫଳ ରୂପାୟନ,କଡ଼ା ସୁରକ୍ଷା,ସ୍ଥିତି ଆକଳନ ନେଇ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ରାଇରଙ୍ଗପୁର ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି । ରାଜ୍ୟ ଆରକ୍ଷୀ ନିର୍ଦେଶକଙ୍କ ସମେତ,ପୂର୍ବାଞ୍ଚଳ ଡିଆଇଜି ପିନାଖି ମିଶ୍ର, ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର […]
Read More Text.