Pocso case against union minister bandi sanjay kumar s son counter complaint filed 2026 05 09 1024x595

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଗିରଫ ହେବେ ବିଜେପି ମନ୍ତ୍ରୀଙ୍କ ପୁଅ

ତେଲେଙ୍ଗାନା: ଜଣେ ୧୭ ବର୍ଷୀୟ ଝିଅକୁ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ବାଗୀରଥଙ୍କ ବିରୁଦ୍ଧରେ ପୋକ୍ସୋ ଆଇନ ଲାଗୁ ହୋଇଛି। ନାବାଳିକା ଝିଅର ପରିବାର ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। କିନ୍ତୁ ସେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ଝିଅର ପିତାମାତାଙ୍କ ଉପରେ ଦାଦାବଟି ଆଦାୟ ଏବଂ […]

Read More Text.
Dyukxfyjmghmgjhmgjhk

ଟିଏମସି ନେତାଙ୍କ ଘରୁ ୩ ବନ୍ଧୁକ, ୧୪୦ ଗୁଳି ଜବତ

କୋଲକତା: ଶପଥ ନେବାର ୬ଘଣ୍ଟା ନପୂରୁଣୁ ଟିଏମସି ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଶୁଭେନ୍ଦୁ ସରକାର। ମୁର୍ଶିଦାବାଦରେ ଟିଏମସି ନେତାଙ୍କ ସହଯୋଗୀଙ୍କ ଘରୁ ୩ଟି ରିଭଲଭର ଓ ୧୪୦ ରାଉଣ୍ଡ ଗୁଳି ଜବତ ହୋଇଛି। ସୂଚନା ଅନୁସାରେ ବ୍ରହ୍ମପୁରର ସଇଦାବାଦ ଗିର୍ଜାପାରା ଅଞ୍ଚଳରେ ପୋଲିସ କର୍ମଚାରୀମାନେ ପ୍ରାୟ ୧୪୦ ରାଉଣ୍ଡ ଗୁଳି, ତିନୋଟି ୭.୬୫ ମିମି ରିଭଲଭର ଏବଂ ଗୋଟିଏ ମାଗାଜିନ ଜବତ କରିଛନ୍ତି। ଘଟଣାରେ ଟୁକୁ ସରକାର ନାମକ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ପାପାଇ […]

Read More Text.
Oath ceremony

ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ : ହଜାର ହଜାର ଲୋକଙ୍କ ଉପସ୍ଥିତିରେ କଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଶୁଭେନ୍ଦୁ ଅଧିକାରୀ । ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ଦିଲୀପ ଘୋଷ, ଅଗ୍ନିମିତ୍ର ପାଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ ଏବଂ ନିସିଥ ପ୍ରାମାଣିକଙ୍କ […]

Read More Text.
SuvenduPhto

ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ୯ରେ ଶପଥ ଗ୍ରହଣ

କଲକତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରି ଶୁଭେନ୍ଦୁ ଅଧିକାରୀଙ୍କୁ ସପକ୍ଷରେ ସମସ୍ତ ପ୍ରସ୍ତାବ ଗ୍ରହଣ କରିଛନ୍ତି। ବିଜେପି ଦଳ ବିଧାୟକ ଭାବେ ନିର୍ବାଚିତ ପରେ ଆଗାମୀ ୯ତାରିଖ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରୁଥିବା ଶ୍ରୀ ଶାହ କହିଛନ୍ତି ଯେ ସମସ୍ତ ପ୍ରସ୍ତାବ ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ଗ୍ରହଣ କରାଯାଇଛି। ବିଜେପି ବିଧାନସଭା ନିର୍ବାଚନରେ ​​ଏକ ଐତିହାସିକ […]

Read More Text.
Images 3 (1)

ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପଦ ହରାଇଲେ ଦିଦି

କଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଆରଏନ୍ ରବି ଗୁରୁବାର ରାଜ୍ୟ ବିଧାନସଭା ଭଙ୍ଗ କରିଛନ୍ତି। ଏହାଦ୍ବାରା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାରର ଅନ୍ତ ହେବା ସହିତ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି। ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଥିଲେ। ଫଳରେ ରାଜ୍ୟପାଳ ଏପରି ପଦକ୍ଷେପ ନେଇଛନ୍ତି। ସମ୍ବିଧାନର ଧାରା ୧୭୪(୨)(ଖ) ଅନୁଯାୟୀ ରାଜ୍ୟପାଳ ତାଙ୍କ କ୍ଷମତାର ଉପଯୋଗ ପୂର୍ବକ ବିଧାନସଭାକୁ ଭଙ୍ଗ କରିଛନ୍ତି। […]

Read More Text.
Vijay

ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଓ ଭିସିକେ: ମୁଖ୍ୟମନ୍ତ୍ରୀ ହେବ ବିଜୟ

ତାମିଲନାଡୁ : ବିଜୟଙ୍କ ସରକାର ଗଠନ କରିବା ନେଇ ତୁଟିଲା ସବୁ ଦ୍ବନ୍ଦ୍ବ । ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ । ଏହାସହିତ ଟିଭିକେ ବହୁମତ ସଂଖ୍ୟା ପାର୍ କରିଛି । ସିପିଆଇ, ସିପିଏମ୍ ଏବଂ ଭିସିକେର ୨ଟି ଲେଖାଏ ମିଶି ୬ ସିଟ୍ ରହିଛି । କଂଗ୍ରେସର ୫ ସିଟ୍ ରହିଛି । ଏମାନେ ଟିଭିକେକୁ ସମର୍ଥନ କରିବା ପରେ ବହୁମତ ହାସଲ କରିଛି । ତାମିଲନାଡୁରେ ବିଜୟଙ୍କ ଟିଭିକେର ବିଜୟ ହାସଲ […]

Read More Text.
Images

ସମୁଦ୍ର ମଝିରେ ମହାମାରୀ ଆତଙ୍କ, WHO ର ବଡ଼ ବୟାନ

ନୂଆଦିଲ୍ଲୀ : ସମୁଦ୍ର ମଝିରେ ମହାମାରୀ ଆତଙ୍କ । ହାଣ୍ଟାଭାଇରସ୍ ସ୍ଥିତି ଉପରେ WHO ର ବଡ଼ ବୟାନ। ଡଚ୍ କ୍ରୁଜ୍ ସିପ୍ MV Hondius ରେ ହାଣ୍ଟାଭାଇରସ୍ ର ସଂକ୍ରମଣ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ଥିତି ସମୀକ୍ଷା କରାଯାଉଛି । WHOର ମହାମାରୀ ନିରୋଧ ବିଭାଗ ମୁଖ୍ୟ ମାରିଆ ଭାନ୍ କେରଖୋଭ୍ ସ୍ପଷ୍ଟ କରିଛନ୍ତି ଯେ, ଏହି ଭାଇରସ୍ କୋଭିଡ-୧୯ କିମ୍ବା ଇନ୍ ଫ୍ଲୁଏଞ୍ଜା ଭଳି ଜଣଙ୍କଠାରୁ ଅନ୍ୟଜଣଙ୍କୁ ଶୀଘ୍ର ବ୍ୟାପିନଥାଏ […]

Read More Text.
C1bfa7b6 3d97 4d30 bb2c c45d2d02fc74 2026 05 07 17 55

ସମ୍ରାଟଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ଶପଥ ନେଲେ ୩୨ ମନ୍ତ୍ରୀ

ବିହାର : ବିହାରରେ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର ହୋଇଛି । କ୍ୟାବିନେଟ ବିସ୍ତାର ସମୟରେ ଜେଡିୟୁ ପ୍ରମୁଖ ନୀତିଶ କୁମାରଙ୍କ ସହିତ ପୁଅ ନିଶାନ୍ତ କୁମାର ଏବଂ ଅନ୍ୟ ୩୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ମହାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିଛନ୍ତି । ରାଜ୍ୟପାଳ ସୟଦ […]

Read More Text.
Bijay

ସରକାର ଗଠନ ପାଇଁ ସଂଘର୍ଷ, ହାଇକୋର୍ଟ ଯିବେ ବିଜୟ !

ଚେନ୍ନାଇ: ତାମିଲନାଡୁରେ ନୂତନ ସରକାର ଗଠନର ସମ୍ପୂର୍ଣ୍ଣ ପ୍ରସଙ୍ଗ ଜଟିଳ ହୋଇପଡ଼ିଛି। ସରକାର ଗଠନ ନେଇ ସସପେନ୍ସ ଜାରି ରହିଛି। ଆଜି ପୁଣିଥରେ ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ଟିଭିକେ ମୁଖ୍ୟ ବିଜୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳଙ୍କ ସହ ଏହା ହେଉଛି ଦ୍ବିତୀୟ ସାକ୍ଷାତ। ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ କହିଥିବା ସୂଚନା ମିଳିଛି। ୧୧୮ ବିଧାୟକଙ୍କ ଦସ୍ତଖତ ସହ ଆସିବାକୁ କହିଛନ୍ତି ରାଜ୍ୟପାଳ। ସେପଟେ ବିଧାନସଭା ନିର୍ବାଚନରେ ସର୍ବାଧିକ ବିଜୟ ହାସଲ କରିଥିବା ଅଭିନେତା ବିଜୟଙ୍କ […]

Read More Text.
0adc74ed 9012 42bd 9c4a a76143544fc2 2026 05 07 14 42

ନିର୍ବାଚନ ପରବର୍ତ୍ତୀ ହିଂସା, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଭୟଙ୍କର ହେବାରେ ଲାଗିଛି । ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ରେସ୍ ରେ ଆଗରେ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA)ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ନାଁ ଚନ୍ଦ୍ରନାଥ ରଥ । ତାଙ୍କୁ କୋଲକାତା ନିକଟସ୍ଥ ମଧ୍ୟମଗ୍ରାମରେ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ରାତି ପ୍ରାୟ ୧୦ଟା ୨୦ ମିନିଟ ସମୟରେ ଚନ୍ଦ୍ରନାଥ ରଥ ଏକ କାର୍ ରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ […]

Read More Text.