ଶ୍ରାବଣ ସୋମବାରରେ ଅଶୋକ ଧାମରେ ଦଳାଚକଟା: ୭ ଶ୍ରଦ୍ଧାଳୁ ମୃତ, ଅନେକ ଆହତ
ନୂଆଦିଲ୍ଲୀ: ବିହାର ଲଖିସରାଇରେ ଦଳାଚକଟା, ୭ ଜଣଙ୍କ ମୃତ୍ୟୁ । ଶ୍ରବଣ ସୋମବାରରେ ଅଶୋକଧାମ ମନ୍ଦିରେ ଅଘଟଣ। ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ବିହାରର ଲଖିସରାଇ ଜିଲ୍ଲାର ପ୍ରସିଦ୍ଧ ଅଶୋକଧାମ ମନ୍ଦିରରେ ସୋମବାର ସକାଳେ ବଡ଼ ଅଘଟଣ ଘଟିଛି। ମନ୍ଦିର ପରିସରରେ ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହେବାରୁ ଅତିକମରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଲଖିସରାଇ SDPO ଶିବମ କୁମାର ୭ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଶ୍ରାବଣ ସୋମବାର […]
Read More Text.